Cricketଚତୁର୍ଥ ଟେଷ୍ଟରେ ଭାରତୀୟ ଦଳର ଜବରଦସ୍ତ ବିଜୟOdisha Sports BureauAugust 4, 2025 by Odisha Sports BureauAugust 4, 2025079 ଇଂଲଣ୍ଡ:- ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଇତିହାସରେ ଏକ ବିରଳ ମ୍ୟାଚ୍ ଭାବେ ଲିପିବଦ୍ଧ ହେବ । କାରଣ ଶେଷ ଟେଷ୍ଟ କୌଣସି ରୋମାଞ୍ଚ ଠାରୁ କମ୍...
Cricketକେନିଙ୍ଗଟନ ଓଭାଲ ଟେଷ୍ଟରେ ଭାରତ ନିଜର ପ୍ରଥମ ଇନିଂସରେ ୨୨୪ ରନରେ ଅଲଆଉଟ ହୋଇଯାଇଛିOdisha Sports BureauAugust 1, 2025 by Odisha Sports BureauAugust 1, 20250101 ଲଣ୍ଡନ:- କେନିଙ୍ଗଟନ ଓଭାଲ ଟେଷ୍ଟରେ ଭାରତ ନିଜର ପ୍ରଥମ ଇନିଂସରେ ୨୨୪ ରନରେ ଅଲଆଉଟ ହୋଇଯାଇଛି । ଗସ୍ ଅଟକିନସନ ଓ ଜୋସ୍ ଟଙ୍ଗଙ୍କ ଘାତକ ବୋଲିଂ ଆଗରେ ଭାରତୀୟ ଖେଳାଳି ଧରାଶାୟୀ ହୋଇଛନ୍ତି...
Cricketମାଞ୍ଚେଷ୍ଟରର ୱାର୍ଲଡ ଟ୍ରାଫୋର୍ଡରେ ଆରମ୍ଭ ହେବାକୁ ଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛିOdisha Sports BureauJuly 21, 2025 by Odisha Sports BureauJuly 21, 2025069 ନୂଆଦିଲ୍ଲୀ:- ଜୁଲାଇ ୨୩ରୁ ମାଞ୍ଚେଷ୍ଟରର ୱାର୍ଲଡ ଟ୍ରାଫୋର୍ଡରେ ଆରମ୍ଭ ହେବାକୁ ଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି। ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ଆହତ ହେବା ପରେ...
Cricketଭାରତକୁ ଜିତିବା ପାଇଁ ୧୩୫ ରନ୍ର ଆବଶ୍ୟକତା ଥିବା ବେଳେ ଇଂଲଣ୍ଡକୁ ୬ଟି ୱିକେଟ ଦରକାରOdisha Sports BureauJuly 14, 2025 by Odisha Sports BureauJuly 14, 2025055 ନୂଆଦିଲ୍ଲୀ-: ଲର୍ଡସ୍ରେ ଚାଲିଥିବା ଭାରତ ଓ ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ୍ର ପଞ୍ଚମ ଦିନ ରୋମାଞ୍ଚକର ହେବାକୁ ଯାଉଛି। ଭାରତକୁ ଜିତିବା ପାଇଁ ୧୩୫ ରନ୍ର ଆବଶ୍ୟକତା ଥିବା ବେଳେ ଇଂଲଣ୍ଡକୁ ୬ଟି ୱିକେଟ...
Cricketଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ୍ରେ ଉଭୟ ଦଳ ପ୍ରଥମ ଇନିଂସରେ ସମାନ ରନ୍ କରିଛନ୍ତିOdisha Sports BureauJuly 13, 2025 by Odisha Sports BureauJuly 13, 2025069 ଲର୍ଡସ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ୍ରେ ଉଭୟ ଦଳ ପ୍ରଥମ ଇନିଂସରେ ସମାନ ୩୮୭ ରନ୍ କରିଛନ୍ତି। ଫଳରେ ମ୍ୟାଚ୍ରେ ଆଉ ୨ ଦିନ ବାକିଥିବା ବେଳେ ଦ୍ୱିତୀୟ ଇନିଂସରେ ଖେଳ ନିର୍ଣ୍ଣାୟକ ହେବାକୁ...
Cricketଲର୍ଡ୍ସ ଟେଷ୍ଟରେ ଭାରତର ସଂଘର୍ଷ ଜାରିOdisha Sports BureauJuly 12, 2025 by Odisha Sports BureauJuly 12, 2025057 ଇଂଲଣ୍ଡ-: ଲର୍ଡ୍ସ ଟେଷ୍ଟରେ ଭାରତର ସଂଘର୍ଷ ଜାରି ରହିଛି। ଶନିବାର ଇଂଲଣ୍ଡ ବିପକ୍ଷ ୩ୟ ଟେଷ୍ଟ ମ୍ୟାଚର ୩ୟ ଦିବସ ଖେଳ ଜାରି ରହିଥିବାବେଳେ ଭାରତ ୫ ୱିକେଟ ହରାଇ ୨୯୫ ରନ ସଂଗ୍ରହ...
Cricketଆଜିଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ତୃତୀୟ ଟେଷ୍ଟ ମ୍ୟାଚ୍Odisha Sports BureauJuly 10, 2025 by Odisha Sports BureauJuly 10, 2025096 ଆଜିଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ତୃତୀୟ ଟେଷ୍ଟ ମ୍ୟାଚ୍ । ୫ ଟିକିଆ ଟେଷ୍ଟ୍ ମ୍ୟାଚ୍ ସିରିଜ୍ ଏବେ ୧-୧ରେ ବରାବର ରହିଛି । ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ...
Cricketଉଭୟ ଇନିଂସରେ ୪୩୦ ରନ୍ ସଂଗ୍ରହ କରିଛନ୍ତି ଭାରତୀୟ ଅଧିନାୟକ ଶୁବମନ ଗିଲOdisha Sports BureauJuly 6, 2025July 6, 2025 by Odisha Sports BureauJuly 6, 2025July 6, 2025055 ଇଂଲଣ୍ଡ-: ଇଂଲଣ୍ଡ ସମ୍ମୁଖରେ ୬୦୮ ରନର ବିଜୟ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ଅଧିନାୟକ ଶୁବମନ ଗିଲଙ୍କ ଧୂଆଁଧାର ବ୍ୟାଟିଂରେ ୧୬୧ ରନ୍ ଏବଂ ରାହୁଲ, ଜାଡେଜା ଓ ପନ୍ତଙ୍କ ଅର୍ଦ୍ଧଶତକ ବଳରେ...
Cricketଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଭାରତ ୨୪୪ ରନ୍ ଆଗରେ ରହିଛିOdisha Sports BureauJuly 5, 2025 by Odisha Sports BureauJuly 5, 2025063 ବର୍ମିଂହାମ୍-: ଚଳିତ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଶୁକ୍ରବାର ତୃତୀୟ ଦିନରେ ରୋଚକ ମୁକାବିଲା ଦେଖିବାକୁ ମିଳିଥିଲା। ଭାରତ ପ୍ରଥମ ନୂଆବଲ୍ରେ ୮୪ ରନ୍ ସ୍କୋର୍ରେ ୫ଟି ୱିକେଟ୍ ନେଇଥିବା ବେଳେ ଦ୍ୱିତୀୟ ନୂଆବଲ୍ରେ ମାତ୍ର...
Cricketଅଧିନାୟକ ଶୁବମନ ଗିଲ୍ ଙ୍କ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଆଶ୍ଚର୍ଯ୍ୟଜନକ ରେକର୍ଡOdisha Sports BureauJuly 4, 2025 by Odisha Sports BureauJuly 4, 2025088 ବର୍ମିଂହାମ-: ଟିମ୍ ଇଣ୍ଡିଆର ଟେଷ୍ଟ ଅଧିନାୟକ ଶୁବମନ ଗିଲ୍ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂସରେ ଦ୍ୱିଶତକ ହାସଲ କରି ଅନେକ ଆଶ୍ଚର୍ଯ୍ୟଜନକ ରେକର୍ଡ ନିଜ ନାମରେ କରିଛନ୍ତି । ଗିଲ୍...