Cricketହାରିଲା ପାକିସ୍ତାନ, ପାଣିରେ ପଡିଲା ଶେହେବାଜଙ୍କ ଶୁଭେଚ୍ଛାOdisha Sports BureauFebruary 16, 2026 by Odisha Sports BureauFebruary 16, 2026043 ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପ୍ରେ ପୁନର୍ବାର ଭାରତ ପାକିସ୍ତାନକୁ ପରାଜିତ କରି ନିଜର ଦବଦବା ପ୍ରମାଣ କରିଛି। ୧୫ ଫେବୃଆରୀରେ କୋଲମ୍ବୋରେ ଖେଳାଯାଇଥିବା ଏହି ମୁକାବିଲାରେ ଭାରତ ଏକତରଫା ଭାବେ ଜିତ ହାସଲ କରିଛି।...
Cricketଟି୨୦ ବିଶ୍ୱକପ୍ ୨୦୨୬: ୭ ଉଇକେଟରେ ଭାରତର ୧୭୫ ରନ୍, ପାକିସ୍ତାନକୁ ବଡ଼ ଲକ୍ଷOdisha Sports BureauFebruary 15, 2026 by Odisha Sports BureauFebruary 15, 2026037 ଟି୨୦ ବିଶ୍ୱକପ୍ ୨୦୨୬ର ୨୭ତମ ଲିଗ୍ ମ୍ୟାଚ୍ରେ ଭାରତ ଓ ପାକିସ୍ତାନ ଶ୍ରୀଲଙ୍କାର କଲୋମ୍ବୋସ୍ଥିତ R. Premadasa Stadium ରେ ମୁହାଁମୁହିଁ ହୋଇଛନ୍ତି। ହାଇଭୋଲଟେଜ୍ ଏହି ମୁକାବିଲାରେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବୋଲିଂ...
Cricketଏ କଣ, ଷ୍ଟାଡିୟମରେ ସାପ, କେମିତି ହେବ ଭାରତ-ପାକ୍ ମ୍ୟାଚ୍Odisha Sports BureauFebruary 15, 2026 by Odisha Sports BureauFebruary 15, 2026038 ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାମୁକାବିଲା କଲମ୍ବୋର R. Premadasa Stadiumରେ ଖେଳାଯିବାକୁ ସ୍ଥିର ହୋଇଛି। ଏହି ଗ୍ରାଉଣ୍ଡ ସାପ ଦେଖାଯିବା ଘଟଣା ପାଇଁ ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ରହିଛି।...
Cricketଭାରତ-ପାକିସ୍ତାନ ରୋମାଞ୍ଚକର ମୁକାବିଲା ପୂର୍ବରୁ ମହାକାଳେଶ୍ଵରଙ୍କ ଶରଣରେ ଭାରତୀୟ ଟିମ୍Odisha Sports BureauFebruary 15, 2026 by Odisha Sports BureauFebruary 15, 2026051 ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ଏକ ହାଇଭୋଲ୍ଟେଜ୍ ମ୍ୟାଚ୍। ICC Men’s T20 World Cupରେ ଏହି ମୁକାବିଲାକୁ ନେଇ କ୍ରିକେଟ୍ ପ୍ରେମୀମାନଙ୍କ ମଧ୍ୟରେ ବେପରୁଆ...
Cricketକେବେ, କେଉଁଠି ଓ କିପରି ଦେଖିବେ ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତ-ପାକିସ୍ତାନ ମହାମୁକାବିଲା ଲାଇଭ୍Odisha Sports BureauFebruary 14, 2026 by Odisha Sports BureauFebruary 14, 2026033 ନୂଆଦିଲ୍ଲୀ: କ୍ରିକେଟ୍ ପ୍ରେମୀମାନେ ୧୫ ଫେବୃଆରୀ ୨୦୨୬କୁ ଅତ୍ୟନ୍ତ ଉତ୍ସାହର ସହିତ ଅପେକ୍ଷା କରୁଛନ୍ତି। କାରଣ ଏହି ଦିନ ICC Men’s T20 World Cup ଅନ୍ତର୍ଗତ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା...
Cricketପାକିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବେ ଅଭିଷେକ ଶର୍ମା, ସୂଚନା ଦେଲେ ଅଧିନାୟକOdisha Sports BureauFebruary 14, 2026 by Odisha Sports BureauFebruary 14, 2026029 କଲମ୍ବୋ: ୧୫ ଫେବୃଆରୀରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁଥିବା ହାଇଭୋଲ୍ଟେଜ୍ ମ୍ୟାଚ୍ ପୂର୍ବରୁ ଭାରତୀୟ ଅଧିନାୟକ Suryakumar Yadav ପ୍ରେସ୍ କନ୍ଫରେନ୍ସରେ ଦଳ ସମ୍ପର୍କିତ କିଛି ମୁଖ୍ୟ ଅପଡେଟ୍ ଦେଇଛନ୍ତି। ଏହି ମହାମୁକାବିଲା...
Cricketଟି-୨୦ ବିଶ୍ୱକପ୍ ୨୦୨୬: କଲମ୍ବୋ ମୁକାବିଲା ପୂର୍ବରୁ ସଲମାନ ଅଲି ଆଗାଙ୍କ ବଡ଼ ବୟାନOdisha Sports BureauFebruary 14, 2026 by Odisha Sports BureauFebruary 14, 2026040 କଲମ୍ବୋ:୨୦୨୬ ଟି-୨୦ ବିଶ୍ୱକପ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁଥିବା ହାଇଭୋଲ୍ଟେଜ୍ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଅଧିନାୟକ Salman Ali Agha ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଶ୍ରୀଲଙ୍କାର କଲମ୍ବୋରେ ଆସନ୍ତାକାଲି ଏହି ମହାମୁକାବିଲା...
CricketICC ନେଲା ବଡ଼ ନିଷ୍ପତ୍ତି, ଏକାଠି ବସିବେ BCCI-PCBOdisha Sports BureauFebruary 12, 2026 by Odisha Sports BureauFebruary 12, 2026038 ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୬ ପୂର୍ବରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମ୍ୟାଚ୍ ନେଇ ବଡ଼ ପରିବର୍ତ୍ତନ ଦେଖାଯାଇଛି। ପାକିସ୍ତାନ ଏବେ ଭାରତ ବିପକ୍ଷରେ ଖେଳିବାକୁ ରାଜି ହୋଇଛି। ଲାହୋରରେ ICC, BCB (ବାଂଲାଦେଶ କ୍ରିକେଟ୍ ବୋର୍ଡ)...
Cricketଟିମ୍ ଇଣ୍ଡିଆକୁ ପାକିସ୍ତାନର ଚେତାବନୀ, କାହିଲା …Odisha Sports BureauFebruary 11, 2026 by Odisha Sports BureauFebruary 11, 2026037 ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କରିବା ନିଷ୍ପତ୍ତିରୁ ପାକିସ୍ତାନ ୟୁ-ଟର୍ଣ୍ଣ ନେଇଛି। ଏବେ ନିର୍ଦ୍ଧାରିତ ସମୟାନୁଯାୟୀ ଫେବୃଆରୀ ୧୫ ତାରିଖରେ କଲମ୍ବୋରେ ଏହି ହାଇଭୋଲ୍ଟେଜ୍ ମ୍ୟାଚ୍ ଖେଳାଯିବ। କ୍ରିକେଟ୍...
Cricketଭାରତ ବିପକ୍ଷରେ ଖେଳିବାକୁ ପାକିସ୍ତାନ ପ୍ରସ୍ତୁତ, କଲମ୍ବୋରେ ହେବ ମ୍ୟାଚ୍Odisha Sports BureauFebruary 9, 2026 by Odisha Sports BureauFebruary 9, 2026039 ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ–ପାକିସ୍ତାନ ମ୍ୟାଚକୁ ନେଇ ଲାଗିଥିବା ସସପେନ୍ସରେ ଏବେ ପୂର୍ଣ୍ଣଛେଦ ପଡିଛି । କ୍ରିକବଜ୍ର ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଭାରତ ବିପକ୍ଷରେ ଖେଳିବାକୁ ରାଜି,...