ଅଧିନାୟକଙ୍କ ଦମଦାର୍ ପ୍ରଦର୍ଶନ, ବାକି ସବୁ ରହିଗଲେ ପଛରେ, ଆମେରିକା ଆଗରେ ୧୬୨ ଟାର୍ଗେଟ୍
ମୁମ୍ବାଇ: ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମରେ USA ଦଳର ବୋଲରମାନେ ଭାରତୀୟ ଦର୍ଶକଙ୍କୁ ହତବାକ୍ କରିଦେଇଛନ୍ତି। ବିସ୍ଫୋରକ ବ୍ୟାଟସମ୍ୟାନ୍ମାନଙ୍କୁ USA ବୋଲରଙ୍କ ସମ୍ମୁଖରେ ପ୍ରତ୍ୟେକ ରନ୍ ପାଇଁ ସଂଘର୍ଷ କରୁଥିବା ଦେଖାଯାଇଥିଲା । ଏକ ପରେ...
