ଆଇପିଏଲ୍ର ୧୨ତମ ସଂସ୍କରଣରେ ଫାଷ୍ଟ୍ ବୋଲରମାନେ ଖେଳିବେନି, ବିସିସିଆଇକୁ ପ୍ରସ୍ତାବ ଦେଇଛନ୍ତି ବିରାଟ କୋହଲି
ଆସନ୍ତାବର୍ଷ ବିଶ୍ୱକପ୍ କ୍ରିକେଟ୍ ଖେଳାଯିବ। ଏହା ହେବ ୧୨ତମ ସଂସ୍କରଣ। ମେ’ ୩୦ ତାରିଖରୁ ଜୁଲାଇ ୧୪ ତାରିଖ ଯାଏ ଇଂଲଣ୍ଡରେ ଅନୁଷ୍ଠିତ ହେବ ବିଶ୍ୱକପ୍ କ୍ରିକେଟ୍ । ଆଇପିଏଲ୍ର ୧୨ତମ ସଂସ୍କରଣ ଶେଷ...