Cricketୱାର୍ଣ୍ଣରଙ୍କୁ ପରିବାର କରୁଛନ୍ତି ମିସOdisha Sports BureauMay 5, 2021May 7, 2021 by Odisha Sports BureauMay 5, 2021May 7, 20210407 ନୂଆଦିଲ୍ଲୀ: ଚଳିତ ଆଇପିଏଲ ସିଜନରେ କୋରୋନା ପଶିବା ପରେ ଏ ବର୍ଷ ଆଇପିଏଲକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଇପିଏଲ ସହ ଜଡିତ କିଛି ସଦସ୍ୟ କୋରୋନା ଆକ୍ରାନ୍ତ ହେବା ପରେ...
Cricketସ୍ଥଗିତ ହେଲା ଚଳିତ ବର୍ଷ ଆଇପିଏଲOdisha Sports BureauMay 4, 2021 by Odisha Sports BureauMay 4, 20210431 ନୂଆଦିଲ୍ଲୀ(ରିପୋଟର୍ସ ଟୁଡେ): ସାରା ଦେଶରେ କୋରୋନା ମହାମାରୀକୁ ନେଇ ସୃଷ୍ଟି ହୋଇଛି ଭୟଙ୍କର ପରିସ୍ଥିତି । ଚଳଚ୍ଚିତ୍ର ଜଗତରୁ ସାମ୍ବାଦିକତା ଜଗତ ଏବଂ ଏବେ କ୍ରୀଡା ଜଗତରେ ପାଦ ଥାପିଛି ଏହି ମହାମାରୀ ।...
Cricket୭ ୱିକେଟରେ ରାଜସ୍ଥାନକୁ ମାତ ଦେଲା ମୁମ୍ବାଇOdisha Sports BureauApril 29, 2021 by Odisha Sports BureauApril 29, 20210364 ନୂଆଦିଲ୍ଲୀ: ଚଳିତବର୍ଷ ଖରାପ ପରିସ୍ଥିତି ଦେଇ ଗତି କରୁଥିବା ଡିଫେଣ୍ଡିଂ ଚମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ମିଳିଛି ସାହାରା । ଚଳିତ ସିଜନରେ ବିଜୟ ପାଇଁ ସଂଘର୍ଷ କରୁଥିବା ମୁମ୍ବାଇ ଆଜି ଦୁଇଟି ମ୍ୟାଚ ପରେ...
Cricketଟ୍ରାକକୁ ଫେରୁଛି ଚେନ୍ନାଇ ଏକ୍ସପ୍ରେସOdisha Sports BureauApril 28, 2021 by Odisha Sports BureauApril 28, 20210180 ଦିଲ୍ଲୀ: ଶାହରୁଖ ଦୀପିକା ଅଭିନୀତ ଚେନ୍ନାଇ ଏକ୍ସପ୍ରେସ କଥା ଆମେ କହୁନୁ। ବରଂ ଆଇପିଏଲର ସବୁଠାରୁ ଲୋକପ୍ରିୟ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ କଥା କହୁଛୁ। ପ୍ରଥମ ୫ଟି ମ୍ୟାଚରୁ ୪ଟି ମ୍ୟାଚରେ ବିଜୟ...