Cricketଆଇପିଏଲରୁ ବାଦ ପଡିଲେ ବ୍ୟାଟ୍ସମ୍ୟାନ ରଜତ ପଟିଦାରOdisha Sports BureauApril 4, 2023April 4, 2023 by Odisha Sports BureauApril 4, 2023April 4, 20230113 ବାଙ୍ଗାଲୋରକୁ ବଡ ଝଟକା । ଆହତ କାରଣରୁ ଦଳରୁ ବାଦ୍ ପଡିଲେ ଷ୍ଟାର ବ୍ୟାଟ୍ସମ୍ୟାନ୍ । କୋଲକାତା ବିପକ୍ଷ ମ୍ୟାଚ୍ ପୂର୍ବରୁ ଆରସିବିକୁ ଲାଗିଲା ବଡ ଝଟକା । ଏନେଇ ଆରସିବି ପକ୍ଷରୁ ଟୁଇଟ୍...
Cricketଲକ୍ଷ୍ନୌ ସୁପର୍ ଜିଆଣ୍ଟସକୁ ୧୨ ରନରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ୍Odisha Sports BureauApril 4, 2023 by Odisha Sports BureauApril 4, 20230114 ଆଇପିଏଲ ୨୦୨୩ ୬ଷ୍ଠ ମ୍ୟାଚରେ ଚେନ୍ନାଇର ଲମ୍ବା ସ୍କୋର ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଲକ୍ଷ୍ନୌ ସୁପର୍ ଜିଆଣ୍ଟସକୁ ୧୨ ରନ୍ରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ୍ । ୨୧୮ ରନର...
Cricketଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ ଏବଂ କୋଲକତା ନାଇଟ୍ ରାଇଡର୍ସOdisha Sports BureauApril 1, 2023 by Odisha Sports BureauApril 1, 20230121 ଆଇପିଏଲ୍ ୨୦୨୩ର ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ ଏବଂ କୋଲକତା ନାଇଟ୍ ରାଇଡର୍ସ । ଦୁଇଟି ଯାକ ଟିମରେ ଦମଦାର ଖେଳାଳି ରହିଛନ୍ତି । ପଞ୍ଜାବ ପ୍ରଥମ ଟାଇଟଲ ହାସଲ ଅପେକ୍ଷାରେ...
Cricketପ୍ରଥମ ମହାକୁମ୍ଭରେ ଜିତିଲା ଗୁଗୁରାଟ ଟାଇଟନ୍ସOdisha Sports BureauApril 1, 2023 by Odisha Sports BureauApril 1, 20230119 ଅହମ୍ମଦାବାଦ: ଆରମ୍ଭ ହୋଇଯରଇଛି ଆଇପିଏଲ୍ ୨୦୨୩ । ପ୍ରଥମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଯାଇଛି । ଏହି ରୋମାଞ୍ଚକଭରା ମ୍ୟାଚ ଟିକୁ ଜିତିନେଇଛି ଡିଫେଣ୍ଡିଂ ଚମ୍ପିଆନ...
Cricketଆଜିଠୁ ଆଇପିଏଲ ୧୬ତମ ସଂସ୍କରଣ, ୧୦ଟି ଟିମ ଭିତରେ ଲାଗିବ ଟକ୍କରOdisha Sports BureauMarch 31, 2023March 31, 2023 by Odisha Sports BureauMarch 31, 2023March 31, 20230220 ଅହମ୍ମଦାବାଦ: ଆଜିଠୁ ଆରମ୍ଭ ହେଉଛି ୨୦୨୩ ଆଇପିଏଲ ୧୬ ତମ ସଂସ୍କରଣ । ୧୦ଟି ଟିମ ଭିତରେ ଲାଗିବ ଟକ୍କର । ସନ୍ଧ୍ୟା ୭.୩୦ମିରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍...