Cricketଟିମ୍ ଇଣ୍ଡିଆର ନୂଆ ଜର୍ସି: ନଜର ଆସିବ ଡ୍ରିମ୍ ୧୧Odisha Sports BureauJuly 1, 2023 by Odisha Sports BureauJuly 1, 2023092 ଟିମ୍ ଇଣ୍ଡିଆ ଜର୍ସିରେ ଏବେ ବାଇଜୁ ବଦଳରେ ନଜର ଆସିବ ଡ୍ରିମ୍ ୧୧ । ବର୍ତ୍ତମାନ ଡ୍ରିମ୍ ୧୧ ହେଉଛି ଟିମ୍ ଇଣ୍ଡିଆ ଜର୍ସିର ଲିଡ୍ ସ୍ପନସର୍ । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ...