ୱାନ୍ ଡେ ବିଶ୍ୱକପ୍ କାର୍ଯ୍ୟସୂଚୀ ରିଲିଜ୍ ତାରିଖ ପ୍ରକାଶ, ପିସିବିକୁ ଅଧିକ ସମୟ ଦେବନି ଆଇସିସି
ମୁମ୍ବାଇ: ଏହି ବର୍ଷ ଶେଷରେ ଭାରତରେ ଆୟୋଜିତ ହେବାକୁ ଥିବା ୨୦୨୩ ODI ବିଶ୍ୱକପର କାର୍ୟ୍ୟସୂଚୀକୁ ସମସ୍ତ କ୍ରିକେଟ୍ ପ୍ରେମୀଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ବାହାରୁଥିବା ରିପୋର୍ଟ ଅନୁଯାୟୀ, ଆଇସିସି ୨୭...