ୱାନଡେ ବିଶ୍ୱକପରୁ ବାହାରିବା ପରେ ୱେଷ୍ଟଇଣ୍ଡିଜ ବୋର୍ଡକୁ ଟାର୍ଗେଟ କଲେ ସେହୱାଗ
ନୂଆଦିଲ୍ଲୀ: ୱାନଡେ ବିଶ୍ୱକପ ଯୋଗ୍ୟତା ପର୍ୟ୍ୟାୟରେ ୱେଷ୍ଟଇଣ୍ଡିଜ ଦଳର ବହୁତ ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଛି । ୱେଷ୍ଟଇଣ୍ଡିଜ କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ୱାନଡେ ବିଶ୍ୱକପ୍ରେ ଖେଳିପାରିବ ନାହିଁ । ଜିମ୍ବାୱେରେ...