Cricketଟି-୨୦ ବିଶ୍ୱକପ୍ ଜିତ ପରେ ୨୦୨୭ ଓଡିଆଇ ବିଶ୍ୱକପ୍ ଉପରେ ଗୌତମ ଗମ୍ଭୀରଙ୍କ ନଜରOdisha Sports BureauMarch 9, 2026 by Odisha Sports BureauMarch 9, 2026023 ନୂଆଦିଲ୍ଲୀ: ଭାରତୀୟ ଦଳ ଟି-୨୦ ବିଶ୍ୱକପ୍ ୨୦୨୬ ଜିତି କୋଟି କୋଟି ଭାରତୀୟଙ୍କୁ ଗର୍ବିତ କରିଥିବାବେଳେ, ଦଳର ମୁଖ୍ୟ କୋଚ୍ ଗୌତମ୍ ଗମ୍ଭୀର ଏବେଠାରୁ ପରବର୍ତ୍ତୀ ବଡ଼ ଲକ୍ଷ୍ୟ ଧରିଛନ୍ତି। ସେହି ଲକ୍ଷ୍ୟ ହେଉଛି...