Cricketଟି-୨୦ ଫର୍ମାଟକୁ ଅଲବିଦା କଲେ କେନ୍ ୱିଲିୟମସନ୍Odisha Sports BureauNovember 2, 2025 by Odisha Sports BureauNovember 2, 2025028 ୱେଲିଂଟନ୍:- ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ୍ ୱିଲିଅମସନ ରବିବାର ଟ୍ୱେଣ୍ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍ ରୁ ଅବସର ଘୋଷଣା କରିଛନ୍ତି । ଟି-୨୦ ବିଶ୍ୱକପ୍ ପୂର୍ବରୁ କେନ୍ ୱିଲିଅମସନ ଙ୍କ ଟି-୨୦ ଫର୍ମାଟରୁ ସନ୍ନ୍ୟାସ ନେବା...
Tennisଅବସର ନେଲେ ଭାରତୀୟ ଟେନିସ ଜଗତର କିମ୍ବଦନ୍ତୀ ରୋହନ ବୋପନ୍ନାOdisha Sports BureauNovember 1, 2025 by Odisha Sports BureauNovember 1, 2025039 ଅବସର ନେଲେ ଭାରତୀୟ ଟେନିସ ଜଗତର କିମ୍ବଦନ୍ତୀ ରୋହନ ବୋପନ୍ନା ଆଜି ଅବସର ଘୋଷଣା କରିଛନ୍ତି ଷ୍ଟାର ଟେନିସ୍ ଖେଳାଳି। ସେ ପ୍ରତିଯୋଗିତା ମୂଳକ ଟେନିସକୁ କହିଛନ୍ତି ଅଲବିଦା। ବୋପନ୍ନାଙ୍କ ଅବସର ସହ ଦୀର୍ଘ ୨...
Cricket UncategorizedOdisha Sports BureauAugust 24, 2025August 24, 2025 by Odisha Sports BureauAugust 24, 2025August 24, 2025058 ନୂଆଦିଲ୍ଲୀ:- ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ବ୍ୟାଟସମ୍ୟାନ୍ ଚେତେଶ୍ୱର ପୂଜାରା ସମସ୍ତ ଫର୍ମାଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପୂଜାରା ବହୁତ ଦିନ ଧରି ଟେଷ୍ଟ ଟିମ୍ ଇଣ୍ଡିଆରୁ ବାହାରେ ଥିଲେ ।...
Cricketମାତ୍ର ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ୱେଷ୍ଟଇଣ୍ଡିଜ ଦଳର ଧୂଆଁଧାର ବ୍ୟାଟ୍ସମ୍ୟାନ ନିକୋଲାସ ପୂରନOdisha Sports BureauJune 10, 2025June 10, 2025 by Odisha Sports BureauJune 10, 2025June 10, 2025049 ନୂଆଦିଲ୍ଲୀ-: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ୱେଷ୍ଟଇଣ୍ଡିଜ କ୍ରିକେଟ ଦଳର ଧୂଆଁଧାର ବ୍ୟାଟ୍ସମ୍ୟାନ ନିକୋଲାସ ପୂରନ । ମାତ୍ର ୨୯ ବର୍ଷ ବୟସରେ ପୂରନ ଅବସର ଘୋଷଣା କରି କ୍ରିକେଟ ଜଗତକୁ ଚକ୍କିତ...
Cricketଭାରତୀୟ ଲେଗ୍-ସ୍ପିନର ପୀୟୂଷ ଚାୱଲା କ୍ରିକେଟର ସମସ୍ତ ପ୍ଲାଟଫର୍ମରୁ ଅବସର ଘୋଷଣା କରିଛନ୍ତିOdisha Sports BureauJune 6, 2025June 6, 2025 by Odisha Sports BureauJune 6, 2025June 6, 2025050 ନୂଆଦିଲ୍ଲୀ-: ଭାରତୀୟ ଲେଗ୍-ସ୍ପିନର ପୀୟୂଷ ଚାୱଲା କ୍ରିକେଟର ସମସ୍ତ ପ୍ଲାଟଫର୍ମରୁ ଅବସର ଘୋଷଣା କରିଛନ୍ତି । ଆଜି ପୀୟୂଷ ଚାୱଲା ସୋସିଆଲ ମିଡିଆ ଜରିଆରେ ତାଙ୍କର ଅବସର ଘୋଷଣା କରିଥିଲେ । ୩୬ ବର୍ଷୀୟ...