Cricketଆଜିର ମ୍ୟାଚ ସନରାଇଜର୍ସ-ଇଣ୍ଡିଆନ୍ସ ମଧ୍ୟରେ ଦେଖିବାକୁ ମିଳିବOdisha Sports BureauApril 18, 2023 by Odisha Sports BureauApril 18, 2023086 ହାଇଦ୍ରାବାଦ:ଆଜି ସଂନ୍ଧ୍ୟାର ମ୍ୟାଚରେ ସନରରାଇଜର୍ସ ହାଇଦ୍ରାବାଦ ସହ ୫ ଥର ଆଇପିଏଲ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ହାଇଦ୍ରାବାଦର ଗ୍ରାଉଣ୍ଡରେ ଖେଳିବେ ।ମୁମ୍ବାଇ ଓ ହାଇଦ୍ରାବାଦ ପ୍ରତିଯୋଗିତା ଆରମ୍ଭରୁ ୨ ଲେଖାଏଁ ପରାଜୟ ପରେ ଲଗାତାର...
Cricketଓଡିଆ କ୍ରିକେଟ ଦଳର କୋଚ ହେଲେ ଦୀନେଶ ମୋଙ୍ଗିଆ ଓ ରୁମେଲି ଧରOdisha Sports BureauApril 18, 2023 by Odisha Sports BureauApril 18, 20230108 ଭୁବନେଶ୍ୱର: ଓଡ଼ିଶା କୋଚ ନିଜୁକ୍ତିରେ ସିନିୟର ମହିଳା ଦଳର ମୁଖ୍ୟ ରୁମେଲି ଧରଙ୍କୁ ନିଜୁକ୍ତି ମିଳିଛି ।ସେହିପରି ପୁରୁଷ ଦଳର ମୁଖ୍ୟ କୋଚ୍ ଦାୟିତ୍ୱ ସମ୍ଭାଳିବେ ଦୀନେଶ ମୋଙ୍ଗିଆ । ଦୁଇ ପୂର୍ବତନ ଅନ୍ତର୍ଜାତୀୟ...
Cricketବୃଦ୍ଧଙ୍କ ଇଚ୍ଛା ପୂରା କରିଲେ ,ହୃଦୟ ଜିତିଲା ମାହିOdisha Sports BureauApril 15, 2023 by Odisha Sports BureauApril 15, 20230109 କ୍ୟାପଟେନ କୁଲ ଧୋନି ସବୁବେଳେ କିଛିନା କିଛି କାରଣକୁ ନେଇ ଚର୍ଚ୍ଚାରେ ରୁହନ୍ତି । ତାଙ୍କର କ୍ୟାପଟେନ ସି ହେଉ କିମ୍ବା ହେଲିକପ୍ଟର ସଟ ସବୁବେଳେ ଲୋକଙ୍କୁ ଆକୃଷ୍ଟ କରିଛି । ଏବେ ମହେନ୍ଦ୍ର...
Badmintonପଦ ପକ୍କା କଲେ ପ୍ରମୋଦ,ବ୍ରାଜିଲ ଯୋଡିକୁ ପରାସ୍ତ କରି କ୍ବାର୍ଟର ଫାଇନାଲରେOdisha Sports BureauApril 15, 2023 by Odisha Sports BureauApril 15, 2023091 ଭୁବନେଶ୍ୱର: ବ୍ରାଜିଲର ସାଓ ପାଓଲୋରେ ଚାଲିଥିବା ପାରା ବ୍ୟାଟମିଣ୍ଟନ ଆନ୍ତର୍ଜାତିକ ବିଜେତା ପ୍ରମୋଦ ଭଗତ ଗୁରୁବାର କ୍ବାର୍ଟର ଫାଇନାଲ୍ରେ ପହଞ୍ଚିଥିବା ପ୍ରମୋଦ ଶୁକ୍ରବାର ପୁରୁଷ ଏକକରେ ପେରୁ ପ୍ରତିଦ୍ବନ୍ଦ୍ବୀ ପେଡ୍ରୋ ପାବ୍ଲୋ ଡି ଭିନାଟିଙ୍କୁ...
Cricketମୋଟା ଅଙ୍କର ଦରମା ନିଅନ୍ତି ଅମ୍ପାୟାରOdisha Sports BureauApril 14, 2023April 14, 2023 by Odisha Sports BureauApril 14, 2023April 14, 2023099 ପ୍ରତିଦିନ ସଂନ୍ଧ୍ୟ ହେଲେ ଆଇପିଏଲ ମ୍ୟାଚ ଦେଖିବାକୁ ଟିଭି ଖୋଲି ବସିଥାନ୍ତି ଦର୍ଶକ । ନିଜ ନିଜ ଟିମକୁ ଚିୟର୍ସ ମଧ୍ୟ କରନ୍ତି । ମ୍ୟାଚ୍ର ପ୍ରତିଟି ମୁହୂର୍ତ୍ତର ମଜା ଉଠାନ୍ତି ଦର୍ଶକ ।...