Cricketଭାରତ ଜିତିବା ପରେ ଖୁସି ବ୍ୟକ୍ତ କରିଛନ୍ତି ବିରାଟ କୋହଲିOdisha Sports BureauJuly 7, 2025 by Odisha Sports BureauJuly 7, 2025014 ନୂଆଦିଲ୍ଲୀ-: ଶୁବମନ ଗିଲଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ଏଜବେଷ୍ଟନ ମଇଦାନରେ ଇଂଲଣ୍ଡକୁ ଦ୍ବିତୀୟ ଟେଷ୍ଟରେ ୩୩୬ ରନରେ ହରାଇଛି । ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ୧-୧ରେ ବରାବର ରହିଛି । ଏବେ...
Uncategorizedଟେଷ୍ଟ କ୍ରିକେଟରୁ ସନ୍ୟାସ ନେଲେ ବିରାଟ କୋହଲିOdisha Sports BureauMay 12, 2025 by Odisha Sports BureauMay 12, 2025039 ନୂଆଦିଲ୍ଲୀ-: ଟେଷ୍ଟ କ୍ରିକେଟରୁ ଅବସର ନେଲେ ବିରାଟ କୋହଲି । ପୂର୍ବରୁ ଏନେଇ ବିସିସିଆଇକୁ ଅବଗତ କରାଇଥିବା ବେଳେ ଆଜି ବିଧିବଦ୍ଧ ଭାବେ ଟେଷ୍ଟରୁ ସନ୍ୟାସ ଗ୍ରହଣ କରିଛନ୍ତି ବିରାଟ । ଏନେଇ ନିଜ...
Cricket୮ ବର୍ଷ ପରେ ବୋଲିଂ କଲେ କୋହଲିOdisha Sports BureauOctober 20, 2023 by Odisha Sports BureauOctober 20, 2023096 ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଆହତ ହେବା ପରେ ଦର୍ଶକଙ୍କୁ ଆଜି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍ରେ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ...
Cricketବିରାଟ କୋହଲିଙ୍କୁ ନିଜ ଜ୍ବାଇଁ କହି ଚର୍ଚ୍ଚାରେ ଶାହରୁଖOdisha Sports BureauSeptember 28, 2023September 28, 2023 by Odisha Sports BureauSeptember 28, 2023September 28, 20230100 ମୁମ୍ବାଇ : ବିରାଟ କୋହଲିଙ୍କୁ ନିଜ ଜ୍ବାଇଁ କହି ଚର୍ଚ୍ଚାରେ ଶାହରୁଖ | ବଲିଉଡର ବାଦଶାହ ଶାହରୁଖ ଖାନ ଏବେ ତାଙ୍କ ଚଳଚ୍ଚିତ୍ର ‘ଯବାନ’ର ସଫଳତାକୁ ଉତ୍ସାହ ଅଛନ୍ତି | ଏହି ବର୍ଷ ତାଙ୍କର...
Cricketବିରାଟ କୋହଲିଙ୍କ ନକଲ କଲେ ଇଶାନ କିଶାନOdisha Sports BureauSeptember 18, 2023September 18, 2023 by Odisha Sports BureauSeptember 18, 2023September 18, 20230107 ବ୍ୟୁରୋ: ବିରାଟ କୋହଲିଙ୍କ ନକଲ କଲେ ଇଶାନ କିଶାନ । ଏସିଆ କପ ଜିତିବାପରେ ଖୁସିରେ ନାଚିଉଠି ଥିଲେ ଭାରତୀୟ ଖେଳାଳି । ଚମ୍ପିଅନ ହେବା ପରେ ପଡିଆରେ ଏକାଠି ହୋଇଥିଲେ ସମସ୍ତ ଭାରତୀୟ...
Cricketବିରାଟଙ୍କ ଏକାଧିକ କୀର୍ତ୍ତିମାନ, ଭାଙ୍ଗିଲେ ସଚିନଙ୍କ ରେକର୍ଡOdisha Sports BureauSeptember 12, 2023 by Odisha Sports BureauSeptember 12, 20230103 କଲମ୍ବୋ : ପାକିସ୍ତାନ ବିପକ୍ଷରେ ବିସ୍ଫୋରକ ଶତକ ହାସଲ କରିଥିବା ବିରାଟ କୋହଲି ଏକାଧିକ କୀର୍ତିମାନ ହାସଲ କରିଛନ୍ତି । ଏସିଅ । କପର ସୁପର ୪ର ମ୍ୟାଚରେ ବିରାଟ ଅପରାଜିତ ୧୨୨ ରନର...
Cricketକୋହଲିଙ୍କ ୫୦୦ ତମ ଅନ୍ତର୍ଜାତୀୟ ମ୍ୟାଚOdisha Sports BureauJuly 24, 2023 by Odisha Sports BureauJuly 24, 20230105 ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ତ୍ରିନିଦାଦରେ ଖେଳାଯାଉଛି। ବିରାଟ କୋହଲିଙ୍କ ଏହା ହେଉଛି ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ। ଏହି ମ୍ୟାଚରେ ଶତକ ହାସଲ କରି କୋହଲି ବଡ଼ ସଫଳତା ହାସଲ...
Cricketଇଏ ବିରାଟ ନୁହନ୍ତି, ବିରାଟଙ୍କ ହମସକଲOdisha Sports BureauJuly 24, 2023 by Odisha Sports BureauJuly 24, 2023099 ନୂଆଦିଲ୍ଲୀ: ବେଳେ ବେଳେ ହମସକଲ୍ ଓ ବାସ୍ତବ ବ୍ୟକ୍ତିଙ୍କ ଭିତରେ ତଫାତ ପାଇବା କଷ୍ଟକର ହୋଇପଡ଼େ। ଫଟୋରେ ଦିଶୁଥିବା ବ୍ୟକ୍ତି ଜଣଙ୍କୁ ଦେଖିବା ପରେ କେହିବି ଦ୍ୱନ୍ଦ୍ୱରେ ପଡ଼ିଯିବେ । କେହି କେହି ତ...
CricketRCB ଏବେ ଯାଏଁ କାହିଁକି ଜିତିନାହିଁ IPL ଟ୍ରଫି ? ଏମିତି କହିଲେ ୟୁଜବେନ୍ଦ୍ର ଚହଲ …Odisha Sports BureauJuly 17, 2023 by Odisha Sports BureauJuly 17, 20230101 ମୁମ୍ବାଇ: ୨୦୦୮ରେ ଆରମ୍ଭ ହୋଇଥିଲା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ୍ । ଏବେ ଯାଏଁ ଏହି ଲିଗ୍ର ୧୬ଟି ସଂସ୍କରଣ ଖେଳାସରିଲାଣି । ଚେନ୍ନାଇ ଓ ମୁମ୍ବାଇ ଟିମ୍ ସର୍ବାଧିକ ୫ ଥର...
Cricketଚୌକା ମାରି ନିଆରା ଢଙ୍ଗରେ ସେଲିବ୍ରେସନ କଲେ କୋହଲିOdisha Sports BureauJuly 14, 2023 by Odisha Sports BureauJuly 14, 2023093 ଡୋମିନିକା: ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ ଏବେ ଦୃଢ ସ୍ଥିତିରେ ରହିଛି । ୱେଷ୍ଟଇଣ୍ଡିଜ ମାତ୍ର ୧୫୦ ରନରେ ଅଲଆଉଟ ହୋଇଥିବା ବେଳେ ଯଶସ୍ୱୀ ଜୟସ୍ୱାଲ ଓ ରୋହିତ ଶର୍ମାଙ୍କ ଶତକ...