Cricketଭାରତୀୟ ଟେଷ୍ଟ ଟିମର କୋଚ୍ ଭାବେ ଆଉ ନଜର ନ ଆସିପାରନ୍ତି ଗମ୍ଭୀର!Odisha Sports BureauDecember 30, 2025 by Odisha Sports BureauDecember 30, 2025014 କୋଚ ଗୌତମ ଗମ୍ଭୀରଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଚର୍ଚ୍ଚା ହେଉଛି । ଗୌତମ ଗମ୍ଭୀର ଜୁଲାଇ 2024 ରେ ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।...