Cricketୱେଷ୍ଟ୍ଇଣ୍ଡିଜ୍ ବିପକ୍ଷରେ ୭ ୱିକେଟ୍ରେ ବିଜୟୀ ହେଲା ଭାରତOdisha Sports BureauOctober 14, 2025 by Odisha Sports BureauOctober 14, 2025015 ନୂଆଦିଲ୍ଲୀ:- ନୂଆଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ଚାଲିଥିବା ଭାରତ-ୱେଷ୍ଟଇଣ୍ଡିଜ ଦ୍ବିତୀୟ ଟେଷ୍ଟ ଜିତିଲା ଭାରତ । ୭ ୱିକେଟରେ ଭାରତ ଜିତି ୨-୦ ସିରିଜ କବଜା କରିଛି । ୱେଷ୍ଟଇଣ୍ଡିଜ ଦ୍ବିତୀୟ ଇନିଂସରେ ୩୯୦...
Cricketଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ଆରମ୍ଭOdisha Sports BureauJuly 12, 2023 by Odisha Sports BureauJuly 12, 20230104 ଭୁବନେଶ୍ୱର: ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ ଖେଳିସାରିବା ପରେ ଆସନ୍ତା ୨୦୨୩-୨୫ ପାଇଁ ବୁଧବାରଠୁ ଭାରତୀୟ ଦଳ ଅଭିଯାନ ଆରମ୍ଭ କରିବ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯିବାକୁ ଥିବା ଏହି ପ୍ରଥମ ଟେଷ୍ଟ୍ ଡୋମିନିକାର ରୋସିୟୁରେ...
Cricketୱେଷ୍ଟଇଣ୍ଡିଜରେ ବିରାଟଙ୍କ ଅଟୋଗ୍ରାଫ୍ ପାଇଁ ଲଗାଇଲେ ଲମ୍ବା ଲାଇନOdisha Sports BureauJuly 10, 2023 by Odisha Sports BureauJuly 10, 20230105 ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ସମଗ୍ର ବିଶ୍ୱରେ ବହୁତ ଲୋକପ୍ରିୟ। କୋହଲିଙ୍କ ଗୋଟିଏ ଝଲକ ଦେଖିବାକୁ ଏବଂ ତାଙ୍କୁ ଭେଟିବା ପାଇଁ ପ୍ରଶଂସକମାନେ ସବୁଆଡେ ଏକାଠି...
Cricketୱେଷ୍ଟଇଣ୍ଡିଜର ଏହି ୩ ଖେଳାଳି ଟିମ୍ ଇଣ୍ଡିଆ ପାଇଁ ହୋଇପାରନ୍ତି ଘାତକ; ଜାଣନ୍ତୁ କିଏ?Odisha Sports BureauJuly 9, 2023 by Odisha Sports BureauJuly 9, 20230118 ନୂଆଦିଲ୍ଲୀ:ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଅନ୍ତିମ ମ୍ୟାଚ୍ ହରାଇବା ପରେ ଭାରତୀୟ ଦଳ ଏବେ ଏହାର ପରବର୍ତ୍ତୀ ମିଶନକୁ ଅଗ୍ରସର ହୋଇଛି। ଟିମ୍ ଇଣ୍ଡିଆ ବର୍ତ୍ତମାନ ୱେଷ୍ଟଇଣ୍ଡିଜରେ ଉପସ୍ଥିତ ଅଛନ୍ତି । ଜୁଲାଇ ୧୨ ରୁ...
Cricketୱାନଡେ ବିଶ୍ୱକପରୁ ବାହାରିବା ପରେ ୱେଷ୍ଟଇଣ୍ଡିଜ ବୋର୍ଡକୁ ଟାର୍ଗେଟ କଲେ ସେହୱାଗOdisha Sports BureauJuly 2, 2023 by Odisha Sports BureauJuly 2, 20230102 ନୂଆଦିଲ୍ଲୀ: ୱାନଡେ ବିଶ୍ୱକପ ଯୋଗ୍ୟତା ପର୍ୟ୍ୟାୟରେ ୱେଷ୍ଟଇଣ୍ଡିଜ ଦଳର ବହୁତ ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଛି । ୱେଷ୍ଟଇଣ୍ଡିଜ କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ୱାନଡେ ବିଶ୍ୱକପ୍ରେ ଖେଳିପାରିବ ନାହିଁ । ଜିମ୍ବାୱେରେ...
Cricketଦକ୍ଷିଣ ଆଫ୍ରିକାକୁ ପଛରେ ପକାଇ ସିରିଜ୍ ହାତେଇଲା ୱେଷ୍ଟଇଣ୍ଡିଜ୍Odisha Sports BureauMarch 29, 2023 by Odisha Sports BureauMarch 29, 20230112 ନୂଆଦୀଲ୍ଲୀ: ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଜିତିଲା ୱେଷ୍ଟଇଣ୍ଡିଜ। ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୱେଷ୍ଟଇଣ୍ଡିଜ ୨-୧ରେ ବିଜୟ ହୋଇଛି । ଜୋହାନ୍ସବର୍ଗରେ...