Cricketବିଶ୍ୱକପ୍ ୨୦୨୩: ଆୟୋଜକ ଷ୍ଟେଟ୍ ଆସୋସିଏସନକୁ ଚିଠି କଲା ବିସିସିଆଇOdisha Sports BureauJuly 3, 2023 by Odisha Sports BureauJuly 3, 20230122 ବିଶ୍ୱକପ୍ ୨୦୨୩ର ଆୟୋଜନ କରୁଛି ଭାରତ । ପ୍ରଥମ ଥର ପାଇଁ ଭାରତ ଏକୁଟିଆ ମେଗା ଇଭେଣ୍ଟର ଆୟୋଜନ କରୁଛି । ଚଳିତବର୍ଷ ବିଶ୍ୱକପରେ ଭାରତର ୧୨ଟି ସ୍ଥାନରେ ମ୍ୟାଚ୍ ଖେଳାଯିବ । ବିସିସିଆଇ...
Cricketୱେଷ୍ଟଇଣ୍ଡିଜ୍ ଦଳର ବିପର୍ଯ୍ୟୟ: ଅସନ୍ତୋଷ ପ୍ରକଟ କଲେ ପୂର୍ବତନ ଖେଳାଳିOdisha Sports BureauJuly 3, 2023 by Odisha Sports BureauJuly 3, 20230144 ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ୍ ଇତିହାସରେ ୱେଷ୍ଟଇଣ୍ଡିଜ୍ ଦଳ ଯୋଗ୍ୟତା ଅର୍ଜନ ନ କରିପାରିବାରୁ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ତେବେ ଏହାକୁ ନେଇ ପୂର୍ବତନ ଖେଳାଳିମାନେ ନିଜ ଅସନ୍ତୋଷ ଜାହିର କରିଛନ୍ତି...
Cricketକୋହଲିଙ୍କ ପାଇଁ ଭାରତ ବିଶ୍ୱକପ୍ ଜିତୁ: ବିରେନ୍ଦ୍ର ସେହବାଗOdisha Sports BureauJune 29, 2023June 29, 2023 by Odisha Sports BureauJune 29, 2023June 29, 20230139 ୧୨ ବର୍ଷ ପୂର୍ବେ ଭାରତ ୱାଙ୍ଖଡେରେ ଦିନିକିଆ ବିଶ୍ବକପ୍ ଜିତିଥିଲା। ସଚିନ ତେନ୍ଦୁଲକରଙ୍କ ପାଇଁ ଏହା ଶେଷ ବିଶ୍ବକପ୍ ହୋଇଥିବାରୁ ତାହାକୁ ଜିତିବା ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଦଳ ଉଦ୍ୟମ କରିଥିଲା...
Cricketଭାରତ-ପାକିସ୍ତାନ ମ୍ୟାଚ୍ କ୍ରେଜ୍: ଅହମଦାବାଦରେ ହୋଟେଲ ରୁମ୍ ଭଡ଼ା ୧ଲକ୍ଷ ଟଙ୍କାOdisha Sports BureauJune 29, 2023June 29, 2023 by Odisha Sports BureauJune 29, 2023June 29, 20230127 ଅହମଦାବାଦ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୫ ଅକ୍ଟୋବରରେ ବିଶ୍ବକପ୍ ୨୦୨୩ର ମ୍ୟାଚ୍ ଅହମଦାବାଦରେ ଖେଳାଯିବ । ଏହାକୁ ନେଇ ଫ୍ୟାନ୍ସ ଏବେଠାରୁ ଉତ୍ସାହିତ ରହିଥିବା ବେଳେ ବ୍ୟବସାୟୀ ଏବଂ ହୋଟେଲ ମାଲିକମାନେ ଫାଇଦା...
Cricketଦିନିକିଆ ବିଶ୍ୱକପ: ଭାରତ ଆସିବେନିକି ପାକିସ୍ତାନ ?Odisha Sports BureauJune 17, 2023 by Odisha Sports BureauJune 17, 20230150 ଏସିଆ କପକୁ ନେଇ ଲାଗିଥିବା ବିବାଦ ଏବେ ଥମିଛି । ପାକିସ୍ତାନର ହାଇବ୍ରିଡ ମଡେଲକୁ ସମସ୍ତେ ସହମତି ଦେବା ପରେ ଏବେ ପାକିସ୍ତାନ ଏସିଆ କପ୍ ଆୟୋଜକ ହେବା ନିଶ୍ଚିତ ହୋଇଛି । ତେବେ...