Cricket

ଆଡିଲେଡ ଟେଷ୍ଟ: ପରାଜୟ ହାସଲା କଲା ଟିମ ଇଣ୍ଡିଆ

(ମମତା ସାମଲ)ଓଡିଶା ସ୍ପୋର୍ଟସ୍: ଭାରତ-ଅଷ୍ଟ୍ରେଲିଆ ଆଡିଲେଡ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ପରାଜୟ ହାସଲ କରିଛି । ୨ୟ ଇନିଂସରେ ଭାରତ ୩୬ ରନ କରି ଅଲଆଉଟ । । ଟିମ ଇଣ୍ଡିଆ ୨୧.୨ ଓଭର ଖେଳି ୯ଉଇକେଟ ବିନିମୟରେ ମାତ୍ର ୩୬ ରନ କରିବାରେ ସକ୍ଷମ ହୋଇଥିଲା । ଅଷ୍ଟ୍ରେଲିଆର ଘାତକ ବୋଲିଂକୁ ସାମ୍ନା କରିନପାରି ଧରାଶାୟୀ ହୋଇପଡିଥିଲା ଟିମ ଇଣ୍ଡିଆ । ଟିମ ଇଣ୍ଡିଆର କୌଣସି ବ୍ୟାଟ୍ସ ମାନେ ଦୁଇ ଅଙ୍କ ଛୁଇଁବାରେ ସକ୍ଷମ ହୋଇପାରିନଥିଲେ ।

Related posts

ପୁଣି ଥରେ ଏକ ନମ୍ବର ସ୍ଥାନରେ ‘ହିଟମ୍ୟାନ’

Odisha Sports Bureau

ନ୍ୟୁଜିଲ୍ୟାଣ୍ଡ ମାଟିରେ ରେକର୍ଡ଼ କରିବା ନେଇ ଆଶାବାଦୀ : ରୋହିତ

Odisha Sports Bureau

WTC ଖେଳିବେ ଇଶାନ କିଶାନ୍

Odisha Sports Bureau