Tennis

ଟେନିସ୍ ମ୍ୟାଚରେ ବେଟିଙ୍ଗ୍: ୟୁକ୍ରେନ ଖେଳାଳି ଷ୍ଟାନିସ୍ଲାଭ ପପ୍ଲାଭସ୍କିଙ୍କୁ ନିଷେଧ

(ଓଡିଶା ସ୍ପୋର୍ଟସ୍): ମ୍ୟାଚ୍ ଫିକ୍ସିଂ କାର୍ୟ୍ୟକଳାପର ଅଂଶ ହୋଇଥିବାରୁ ଟେନିସ୍ ଅଖଣ୍ଡତା ୟୁନିଟ୍ (ଟିଆଇୟୁ) ୟୁକ୍ରେନ ଟେନିସ୍ ଖେଳାଳି ଷ୍ଟାନିସ୍ଲାଭ ପପ୍ଲାଭସ୍କିଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇଛି । ଟିଆଇୟୁ କହିଛି ଯେ ୨୦୧୫ ରୁ ୨୦୧୯ ମଧ୍ୟରେ ଅନେକ ଥର ପପ୍ଲାଭସ୍କି ମ୍ୟାଚ୍ ଫିକ୍ସିଂ ଏବଂ କୋର୍ଟସିଡିଙ୍ଗ୍’ କାର୍ୟ୍ୟକଳାପରେ ଜଡିତ ଥିଲେ । ଏଟିପିରେ ପପ୍ଲାଭସ୍କିଙ୍କ ଶୀର୍ଷ ମାନ୍ୟତା ୪୪୦ ଥିଲା । ତାଙ୍କୁ ମଧ୍ୟ ୧୦,୦୦୦ ଡଲାର୍ ଜରିମାନା କରାଯାଇଛି ଏବଂ ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ସ୍ୱୀକାର କରିଛନ୍ତି ।

Related posts

ଟେଙ୍ଗଲଙ୍କୁ ହରାଇ ଇଣ୍ଡିଆନ୍ ୱେଲସ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ପର୍ଯ୍ୟାୟରେ ପ୍ରବେଶ କଲେ ଜୋକୋଭିକ୍

Odisha Sports Bureau

ଏଟିପି ଚ୍ୟାଲେଞ୍ଜର ଟୁର୍ଣ୍ଣାମେଣ୍ଟର କ୍ୱାଟର ଫାଇନାଲରେ ସୁମିତ

Odisha Sports Bureau

ଏକବର୍ଷ ପରେ ସିଙ୍ଗଲ୍ସ ମ୍ୟାଚ୍‌ରେ ଅବତୀର୍ଣ୍ଣ ହୋଇଥିବା ସ୍ପେନ୍ ଟେନିସ୍ ଖେଳାଳି ରାଫେଲ୍ ନାଦାଲ୍ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି

Odisha Sports Bureau