Cricket

ଭାରତ-ନେପାଳ ମ୍ୟାଚ: ଟସ ଜିତ ଭାରତ ବୋଲିଂ ନିସ୍ପତି

ଆଜି ଭାରତ ନେପାଳ ମଧ୍ୟରେ ଲଢେଇ । ଏଥି ପାଇଁ କ୍ରିକେଟ ପ୍ରେମୀଙ୍କ ମନରେ ବେଶ ଉତ୍ସାହ ଭରି ରହିଛି । ଏହି ମ୍ୟାଚରେ ଯିଏ ଜିତିବ ସେ ସୁପର ଫୋରକୁ ଯିବ । ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବା ନିସ୍ପତି ନେଇଛି । ନେପାଳ ଟିମ ଭାରତୀୟ ଟିମ ଭଳି ଶକ୍ତିଶାଳୀ ନୁହେଁ । ତେଣୁ ଭାରତ ଜିତିବାର ଅଧିକ ଆଶଂକା ରହିଛି ।

ଗତ ଶନିବାର ଭାରତ-ପାକିସ୍ତାନ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିଲା । ଉଭୟ ଦଳ ଗୋଟିଏ ଲେଖାଏ ପଏଣ୍ଟ ଭାଗ କରିଛନ୍ତି । ଫଳରେ ପାକିସ୍ତାନ ଦଳ ୩ ପଏଣ୍ଟ ସହ ସୁପର-୪ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଆଜି ଭାରତ ଜିତିଲେ ସିଧାସଖଳ ୩ ପେଣ୍ଟ ସହ ସୁପର-୪କୁ ଯିବ ।

Related posts

କୋଲକାତା ପିଚ୍ ବିବାଦ ଉପରେ ସୌରଭ ଗାଙ୍ଗୁଲିଙ୍କ ଆଶ୍ଚର୍ଯ୍ୟଜନକ ଖୁଲାସା

Odisha Sports Bureau

ଟସ ଜିତି ଇଂଲଣ୍ଡର ବୋଲିଂ

Odisha Sports Bureau

ସହିଦଙ୍କ ନାମରେ ଆଇପିଏଲ୨୦୧୯ର ଉଦଘାଟନୀ ସମାରୋହ

Odisha Sports Bureau