Wrestling

କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗଟ୍

ନୂଆଦିଲ୍ଲୀ: କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗଟ୍ । ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ଏଭଳି ବଡ଼ ନିଷ୍ପତ୍ତି ଭିନେଶ ଫୋଗଟ୍ । କୁସ୍ତିରୁ ସନ୍ନ୍ୟାସ ନେଇଥିବା ନିଜ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଭିନେଶ ଲେଖିଛନ୍ତି  ମା’ କୁସ୍ତି ମୋ ବିପକ୍ଷରେ ମ୍ୟାଚ୍ ଜିତିଗଲା, ମୁଁ ହାରିଗଲି । ମୋତେ କ୍ଷମା କରିବ । ତୁମ ସ୍ବପ୍ନ, ମୋ ସାହାସସବୁ କିଛି ଭାଙ୍ଗିଯାଇଛି ।  ଏହା ଠାରୁ ଏହାଠାରୁ ଅଧିକ ଶକ୍ତି ନାହିଁ ଏବେ ମାେ ପାଖରେ । ୨୦୦୧- ୨୦୨୪ର କୁସ୍ତି କ୍ୟାରିୟରକୁ ବାଏ ବାଏ କରିଛନ୍ତି ଭିନେଶ । ସେ ଦେଶବାସୀଙ୍କ ନିକଟରେ ଋଣି ବୋଲି ମଧ୍ୟ ଲେଖିଛନ୍ତି ।

Related posts

ପ୍ରତିବାଦ ଶେଷ କରି ଆଇନ-ଶୃଙ୍ଖଳା ଉପରେ ବିଶ୍ୱାସ ରଖ: ଅନୁରାଗ ଠାକୁର

ପୁନିଆଙ୍କ ସହିତ ଅନ୍ୟ ୪ ଖେଳାଳି ଫାଇନାଲରେ

Odisha Sports Bureau

ଏସିଆ କୁସ୍ତି ଚାମ୍ପିଆନଶିପ; ଗସ୍ତରୁ ବାଦ ପଡ଼ିଲେ ୩ ସଦସ୍ୟ