Cricket

କୁମାର ସାଙ୍ଗାକାରାଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନକୁ ଆସିଲେ ବିରାଟ କୋହଲି

ଭାରତୀୟ ଦଳର ଦକ୍ଷ ବ୍ୟାଟିଂକାରୀ ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆରେ ଅନ୍ତର୍ଜାତୀୟ କ୍ରିକେଟରେ ୨୮,୦୦୦ ରନ୍ ପୂରଣ କରିବାରେ ଦ୍ରୁତତମ ଖେଳାଳି ଏବଂ ସଚିନ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ ସର୍ବାଧିକ ସ୍କୋରର ହୋଇଛନ୍ତି। ୩୭ ବର୍ଷୀୟ ବିରାଟ ତାଙ୍କ ୬୨୪ତମ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି , ଯାହା ଦ୍ୱାରା ସଚିନ ତେନ୍ଦୁଲକରଙ୍କ ୬୪୪ ଇନିଂସର ଦୀର୍ଘକାଳୀନ ରେକର୍ଡ ସେ ଭାଙ୍ଗି ଦେଇଛନ୍ତି । ପୂର୍ବତନ ଶ୍ରୀଲଙ୍କା ମହାନ ଖେଳାଳି କୁମାର ସାଙ୍ଗାକାରାଙ୍କ ୨୮,୦୧୬ ରନ୍ ସଂଗ୍ରହ କରି ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ତୃତୀୟ  ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି । କେବଳ ୩୪,୩୫୭ ରନ୍ ସହିତ ଅବସର ନେଇଥିବା ତେନ୍ଦୁଲକର ପ୍ରଥମ ସ୍ଥାନରେ ଅଛନ୍ତି।

Virat Kohli 25 Runs Away From Joining Sachin Tendulkar, Kumar Sangakkara In  Elite List | Cricket News

Related posts

ଆଜି ବି ଭାରତୀୟଙ୍କ ମନରେ ଅଭୁଲା ହୋଇ ରହିଛି ୧୯ ନଭେମ୍ବର

Odisha Sports Bureau

BBC କ୍ଲବ୍ ଆନୁକୁଲ୍ୟରେ ବାବାସାହେବ ଆମ୍ବେଦକର ମେମୋରିଆଲ ଟ୍ରଫି ଉଦଯାପିତ

Odisha Sports Bureau

ଟି-୨୦ ବିଶ୍ୱକପ ୨୦୨୬, ଭାରତରେ ଖେଳାଯିବ ସେମିଫାଇନାଲ ଓ ଫାଇନାଲ

Odisha Sports Bureau