Cricket

ବିରେନ୍ଦ୍ର ସେହୱାଗଙ୍କ ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ:ପୂର୍ବତନ କ୍ରିକୋଟର ବିରେନ୍ଦ୍ର ସେହୱାଗଙ୍କ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଆଜି ଅନୁଷ୍ଠିତ ହେଉଥିବା ରାଜସ୍ଥାନ ରୋୟାଲ ଓ ସୁପର ଜିଆଣ୍ଟମଧ୍ୟରେ ମ୍ୟାଚକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଏହି ମନ୍ତବ୍ୟରେ ଦେଇ କହିଛନ୍ତି ସଞ୍ଜୁ ସାମସନଙ୍କ ଠାରୁ କେଏଲ ରାହୁଲ ବହୁି ଭଲ ବ୍ୟାଟ୍ସମ୍ୟାନ । ପୂର୍ବଥର ଆଇପିଏଲ ବିିଜେତା ହାର୍ଦିକ ପାଣ୍ଡ୍ୟାଙ୍କ ଟିମ ଗୁଜୁରାଟ ଟାଇଓନ୍ସକୁ ରାଜସ୍ଥା ହରାଇଛି । ଏହି ମ୍ୟାଚରୁ ସଞ୍ଜୁ ସାମସ ରାଜସ୍ଥାନ ରେୟାଲର ସାନଦାର ଖେଳ ଦେଖାଇଛନ୍ତି । ଆଜିର ମ୍ୟାଚ ପାଇଁ ସୁପର ଜିଆଣ୍ଟକୁ ସଚେତନ ହୋଇ ରହିବା କଥା ରାଜସ୍ଥାନ ଠାରୁ । ଯେଉଁଭଳି ରାଜସ୍ଥାନ ମ୍ୟାଚ ଖେଳୁଛି ହୋଇପାରେ ଏଇ ବର୍ଷ ଆଇପିଏ ଟ୍ରୋଫି ନେଇପାରେ । ରାଜସ୍ଥାନ ଏବେ ଯାଏ ୫ଟି ମ୍ୟାଚ ଖେଳିଛ ୪ଟି ବିଜୟ ହୋଇଛି ଗେଟେ ପରାଜୟ ହୋଇଛି । ପଏଣ୍ଟ ଟେବୁଲରେ ନମ୍ବର ୧ରେ ଅଛି ।

Related posts

କାନପୁର କ୍ରିକେଟ କ୍ଲବ ଅନୁକୂଲ୍ୟରେ  ଏମଏନସିସି ଚମ୍ପିଆନ ଟ୍ରଫି ଉଦଘାଟିତ

Odisha Sports Bureau

ବିଜୟ ପରେ ଦ୍ୱିତୀୟ ଟେଷ୍ଟ ପାଇଁ ବିସିସିଆଇ ଘୋଷଣା କଲା ଟିମ୍ ଇଣ୍ଡିଆ

Odisha Sports Bureau

ଏସିଆ କପ୍ ବାହାନାରେ ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ଭାରତ; ଟିମ୍ ଇଣ୍ଡିଆ ଖେଳାଳିଙ୍କ ପାଇଁ ‘ଅଗ୍ନି ପରୀକ୍ଷା’

Odisha Sports Bureau