Cricket

ବିଶ୍ୱକପ୍ ବିଜେତା ନେଇ କ’ଣ କହୁଛି ଗଣିତ ? ୨୦୨୩ରେ ରିପିଟ୍ ହେବ କି ୨୦୧୫ ଓ ୨୦୧୯ର ବିଶ୍ୱକପର ଇତିହାସ

ମୁମ୍ବାଇ: ବିଶ୍ୱକପ୍ ବିଜେତା ନେଇ କ’ଣ କହୁଛି ଗଣିତ ? ଦୋହରିବ କି ପୁଣି ଇତିହାସ । ୨୦୨୩ରେ ରିପିଟ୍ ହେବ କି ୨୦୧୫ ଓ ୨୦୧୯ର ବିଶ୍ୱକପର ଇତିହାସ । ଏହି ଦୁଇଟି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଦିନିକିଅ । କ୍ରିକେଟ୍ରେ ନମ୍ବର ୧ ଥିବା ଦଳ ହିଁ ଆଗାମୀ (୨୦୧୫ ଏବଂ ୨୦୧୯) ବିଶ୍ୱକପରେ ବିଜୟୀ ହୋଇଥିଲେ । ଅ।ଉ ଏବେ ୨୦୨୩ ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ପୂର୍ବରୁ ଭାରତୀୟ ଟିମ୍ ରାଙ୍କିଂରେ ନମ୍ବର ୧ ସ୍ଥାନ ଅକ୍ତିଅ।ର କରିଛି । ଖବର ଅନୁଯାୟୀ, ୨୦୧୫ ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍ ଦିନିକିଅ । ରାଙ୍କିରେ ନମ୍ବର ୧ ସ୍ଥାନ ଅକ୍ତିଅ ।ର କରିଥିଲା । ଅ।ଉ ପରେ ଅ।ରମ୍ଭ ହୋଇଥିଲା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ଅ।ଉ ଏଥିରେ ନ୍ୟୁଜିଲାଣ୍ଡ ଟିମକୁ ପରାସ୍ତ କରି ଚମ୍ପିଅ।ନ୍ ହୋଇଥିଲା ।

ଅଷ୍ଟ୍ରେଲିଅ । ଟିମ୍ ନ୍ୟୁଜିଲାଣ୍ଡ ଟିମକୁ ୭ ୱିକେଟରେ ପରାସ୍ତ କରିଥିଲା କଙ୍ଗାରୁ ଟିମ୍ । ସେହିପରି ୨୦୧୯ ଦିନିକିଆ କ୍ରିକେଟ୍ ବିଶ୍ୱକପ ପୂର୍ବରୁ ଇଂଲଣ୍ଡ ଅ।ଇସିସି ରାଙ୍କିଂରେ ନମ୍ବର ୧ ସ୍ଥାନ ଅକ୍ତିଅ।ର କରିଥିଲା । ଅ।ଉ ଯେତେବେଳେ ଟୁର୍ଣ୍ଣାମେଣ୍ଟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଫାଇନାଲ ମୁକାବିଲା ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଇଂଲଣ୍ଡ ଟିମ୍ ନ୍ୟୁଜିଲାଣ୍ଡକୁ ସୁପର ଓଭରରେ ପରାସ୍ତ କରି ଚମ୍ପିଅ।ନ ହୋଇଥିଲା । କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ୍ ଟ୍ରଫି ହାତେଇଥିଲା ଇଂଲଣ୍ଡ ଟିମ୍ । କିନ୍ତୁ କେହି କେହି କ୍ରୀଡା ସମୀକ୍ଷକ ଏବେବି ୨୦୧୯ ବିଶ୍ୱକପ ଫାଇନାଲକୁ ବିବାଦୀୟ ମ୍ୟାଚ୍ର ଆଖ୍ୟା ଦେଉଛନ୍ତି । ଏବେ ପାଖେଇ ଅ।ସୁଛି ୨୦୨୩ ଦିନିକିଅ । କ୍ରିକେଟ ବିଶ୍ୱକପ । ଏହି ଟୁର୍ଣ୍ଣାମେଣ୍ଟକୁ ଅ।ଉ କିଛି ଦିନ ବାକି ଅଛି । ଏହାପୂର୍ବରୁ ଭାରତୀୟ ଟିମ୍ ଏବଂ ଅଷ୍ଟ୍ରେଲିଅ। ମଧ୍ୟରେ ଦିନିକିଅ । ସିରିଜ୍ ଖେଳାଯାଉଛି । ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତିସାରିଛି ଟିମ୍ ଇଣ୍ଡିଆ । ଯାହାଫଳରେ ୩ ଟିକିଅ । ସିରିଜରେ ୨-୦ରେ କବ୍ଜା କରିଛି ଟିମ୍ ଇଣ୍ଡିଆ । ଅ।ଉ ରାଙ୍କିଂରେ ମଧ୍ୟ ଭାରତୀୟ ଟିମକୁ ଫାଇଦା ହୋଇଛି ।

ବର୍ତ୍ତମାନ ଭାରତୀୟ ଟିମ୍ ଅ ।ଇସିସି ରାଙ୍କିଂରେ ନମ୍ବର ୧ରେ ରହିଛି । ଯଦି ପୂର୍ବ ଦୁଇଟି ବିଶ୍ୱକପର ଇତିହାସର ଅ।କଳନ କରାଯାଏ ତେବେ ରାଙ୍କିଂରେ ନମ୍ବର ୧ ଥିବା ଟିମ୍ ହିଁ ଆଗାମୀ ବିଶ୍ୱକପ୍ ଜିତିଛି । ପ୍ରଥମେ ୨୦୧୫, ପରେ ୨୦୧୯ରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା । ତେଣୁ ୨୦୨୩ରେ ଏଭଳି ସ୍ଥିତି ଦେଖାଯାଏ । ତେବେ ଟିମ୍ ଇଣ୍ଡିଆ ଚମ୍ପିଆନ୍ ହୋଇପାରେ । କିନ୍ତୁ କ୍ରିକେଟ୍ ଏକ ଅନିଶ୍ଚିତତା ଖେଳ ବୋଲି ସମସ୍ତେ ଜାଣିଛନ୍ତି । କେତେବେଳେ କୌଣସି ବି ପରିସ୍ଥିତିରେ କିଛି ବି ହୋଇପାରେ । ଦେଖାଯାଉ ୨୦୨୩ ଦିନିକିଅ । କ୍ରିକେଟ୍ ବିଶ୍ୱକପର କଣ ହେଉଛି?

Related posts

ରାଜ୍ୟର କ୍ରୀଡା ପ୍ରେମୀଙ୍କ ପାଇଁ ଖୁସି ଖବର

Odisha Sports Bureau

ଆଇସିସି ମାସିକ ପୁରଷ୍କାର ପାଇବେ ଟିମ୍ ଇଣ୍ଡିଆର ଯୁବ ଓପନର ଯଶସ୍ୱୀ ଜୈସ୍ୱାଲ୍

Odisha Sports Bureau

ୱାର୍ଲ୍ଡକପ୍ ଉପରେ ଗୋଡ ରଖି ଫଟୋ ଉଠାଇଲେ ମିଚେଲ ମାର୍ଶ

Odisha Sports Bureau