Wrestling

କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏସିଆନ ଗେମ୍ସ ୨୦୨୩ରୁ ବାହାର ହୋଇଛନ୍ତି

ନୂଆଦିଲ୍ଲୀ: ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏସିଆନ ଗେମ୍ସ ୨୦୨୩ରୁ ବାହାର ହୋଇଛନ୍ତି। ଭିନେଶ ଆହତ କାରଣରୁ ଏସିଆନ ଗେମ୍ସରୁ ନିଜ ନାଁ ଫେରେଇ ନେବାକୁ ନିଷ୍ପତ୍ତି ନେଇଛନ୍ତି । ୨୮ ବର୍ଷିୟ କୁସ୍ତିଯୋଦ୍ଧା ମଙ୍ଗଳବାର ସୋସିଆଲ ମିଡ଼ିଆରେ ପୋଷ୍ଟ ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି । ସେ କହିଛନ୍ତି କି ୧୩ ଅଗଷ୍ଟରେ ଆଣ୍ଠୁରେ ଆଘାତ ଲାଗିଥିଲା। ଯାହାର ସର୍ଜରୀ କରିବାକୁ ପଡ଼ିବ। କହି ରଖୁଛୁ କି ଏସିଆନ ଗେନ୍ସର ଆୟୋଜନ ୨୩ ସେପ୍ଟେମ୍ୱରରୁ ୮ ଅକ୍ଟୋବର ୨୦୨୩ ଯାଏ ଚୀନର ହାଙ୍ଗଝୋଉ ସହରରେ ଅନୁଷ୍ଠିତ ହେବ।

Related posts

ସତ ସାମ୍ନାକୁ ଆଣିବାକୁ ଯେକୌଣସି ପରୀକ୍ଷାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ; ବ୍ରିଜଭୂଷଣ

ଭାରତୀୟ କୁସ୍ତି ସଂଘ ସଭାପତି ଓ ସହକାରୀ ସମ୍ପାଦକଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୁଲିସ

ଭିନେଶ ଓ ବଜରଙ୍ଗକୁ ଏସିଆଡ ଟିକେଟ୍