Cricket

ଅଧିନାୟକ ପଦରୁ ଇସ୍ତଫା ଦେଲେ ବାବର ଆଜମ

ବ୍ୟୁରୋ: ଅଧିନାୟକ ପଦରୁ ଇସ୍ତଫା ଦେଲେ ବାବର ଆଜମ । ସେ କ୍ରିକେଟର ସବୁ ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି । ମାତ୍ର ସମସ୍ତ ଫର୍ମାଟରେ ଖେଳ ଜାରି ରଖିବେ ବୋଲି କହିଛନ୍ତି । ୨୦୧୯ରୁ ତାଙ୍କ ଉପରେ ପିସିବି ଆସ୍ଥା ରଖିଥିବାରୁ ଜଣାଇଛନ୍ତି କୃତଜ୍ଞତା । ୨୦୨୩ ବିଶ୍ୱକପରେ ସେମିଫାଇନାଲ କ୍ୱାଲିଫାଏ କରିନଥିଲା ପାକିସ୍ତାନ ତେଣୁ ଚଳିତ ବିଶ୍ୱକପରେ ପାକିସ୍ତାନ ମୋଟ ୯ଟି ମ୍ୟାଚରୁ ୪ଟିରେ ଜିତିଥିଲା ପାକିସ୍ତାନ । ଏହି କାରଣରୁ ବାବର ଆଜମ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି ।

Related posts

ମାଂଦପେଶୀ ଜନିତ ଆଘାତ ପାଇଁ ସନରାଇଜର୍ସ ହାଇଦ୍ରାବାଦ ଦଳରୁ ବାଦ ପଡିଲେ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର

Odisha Sports Bureau

WTC ଫାଇନାଲରେ ଭାରତୀୟ ଟିମର ହେଲା ପରିବର୍ତ୍ତନ

ହାଇଦ୍ରାବାଦର ପରାଜୟ ପରେ ଡ୍ରେସିଂ ରୁମକୁ ଯାଇ ଖେଳାଳିଙ୍କୁ କଣ କହିଲେ କାଭ୍ୟା ମାରନ; ଜାଣନ୍ତୁ