Tennis

ଅନ୍ତର୍ଜାତୀୟ କ୍ୟାରିୟରରୁ ବିଦାୟ ନେଲେ ମହାନ ଚାଇନାର ସଟଲର ଲିନ ଡାନ

(ଓଡିଶା ସ୍ପୋର୍ଟସ): ବିଶ୍ୱର ବ୍ୟାଡମିଣ୍ଟନ ଖେଳାଳିଙ୍କ ମଧ୍ୟରୁ ଚାଇନାର ସଟଲର ଲିନ ଡାନ ଅନ୍ତର୍ଜାତୀୟ କ୍ୟାରିୟର ପାଇଁ ବିଦାୟ ନେଇଛନ୍ତି। ଦୁଇଥର ଅଲିମ୍ପିକ୍ ଗୋଲ୍ଡ ପଦକ ବିଜେତା ତଥା ପାଞ୍ଚ ଥର ବିଶ୍ୱ ଚାମ୍ପିଅନ୍ ଲିନ୍ ୨୦୦୦ ମସିହାରେ ଖେଳିବା ଆରମ୍ଭ କରିଥିଲେ ଏବଂ ୨୦୦୮ ଏବଂ ୨୦୧୨ ଅଲିମ୍ପିକ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଜ୍ଝ ଚୀନ୍ର ସୋସିଆଲ୍ ମିଡିଆ ୱାଇବୋରେ ଡାନ୍ ତାଙ୍କର ୨୦ ବର୍ଷର କ୍ୟାରିଅରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଘୋଷଣା କରିଥିଲେ।
‘ସୁପର ଡାନ୍’ ଭାବରେ ଜଣାଶୁଣା ଲିନ୍ ଡାନ୍ ୬ ଥର ସମ୍ମାନଜନକ ଅଲ୍ ଇଂଲଣ୍ଡ ଓପନ୍ ଚାମ୍ପିଅନସିପ୍ ଜିତିଥିଲେ ଜ୍ଝ ଲିନ୍ ଡାନ୍ ‘ସୁପର ଗ୍ରାଣ୍ଡ୍ ସ୍ଲାମ୍’ ସମାପ୍ତ କରିଥିଲେ, ଯେଉଁଥିରେ ବ୍ୟାଡମିଣ୍ଟନ୍ ଦୁନିଆର ସମସ୍ତ ନଅଟି ପ୍ରମୁଖ ଟାଇଟଲ୍ ଅନ୍ତର୍ଭୁକ୍ତ ଜ୍ଝ ୨୦୦୬, ୨୦୦୭, ୨୦୦୯, ୨୦୧୧ ଏବଂ ୨୦୧୩ ବିଶ୍ୱ ଚାମ୍ପିଅନସିପ୍ ରେ ଟାଇଟଲ୍ ଜିତିଥିବା ଚାଇନିଜ୍ ସଟଲର, ୨୦୦୫ ଏବଂ ୨୦୦୬ ରେ କ୍ରମାଗତ ବିଶ୍ୱକପ୍ ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଜ୍ଝ ବ୍ୟାଡମିଣ୍ଟନ୍ ବିଶ୍ୱକପ୍, ଥୋମାସ୍ କପ୍, ସୁପର ସିରିଜ୍ ମାଷ୍ଟର୍ସ ଫାଇନାଲ୍, ଅଲ୍ ଇଂଲଣ୍ଡ ଓପନ୍, ଏସୀୟ ଗେମ୍ସ, ଏସୀୟ ଚାମ୍ପିଅନସିପ୍, ସୁଦିରମ୍ୟାନ୍ କପ୍ ଜ୍ଝ

Related posts

ଭାରତୀୟ ଫେଡ୍ କପ୍ ଟିମରେ ସାନିଆ

Odisha Sports Bureau

କିଟ୍ ମହିଳା ଟେନିସ ଦଳର ବିଜୟରୁ ଅଭିଯାନ ଆରମ୍ଭ

Odisha Sports Bureau

ଏମ୍ଓଏସ୍ଏଫ୍ ଆଇଟା-ଓଟିଏ ଟେନିସରେ କବୀର ହଂସଙ୍କୁ ଦ୍ବିମୁକୁଟ

Odisha Sports Bureau