Cricket

ଅଷ୍ଟ୍ରେଲିଆର ନୂଆ ଜର୍ସି ଉନ୍ମୋଚିତ

(ଓଡିଶା ସ୍ପୋର୍ଟ): ବିଶ୍ୱକପ ପାଇଁ ଆଉ ଅଳ୍ପ ଦିନ ବାକିରହିଛି । ଆଜି କ୍ରିକେଟ ଅଷ୍ଟ୍ରେଲିଆର ଆପ୍ରିଆଲ୍ ମାନୁଫେକଚର୍ (ଏଏସ୍ଆଇସିଏସ୍) ବିଶ୍ୱକପ୍ ୨୦୧୯ ପାଇଁ ଅଷ୍ଟ୍ରେଲିଆର ନୂଆ ଜର୍ସି ଉନ୍ମୋଚିତ ହୋଇଯାଇଛି। ଏହି ୟୁନିଫର୍ମରେ ହଳଦିଆରଂଗକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏଥିରେ ସବୁଜ ରଂଗ ମଧ୍ୟ ରହିଛି।
ନିକଟରେ ଭାରତ ମାଟିରେ ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳାରେ ବିଜୟ ହାସଲ କରିଥିଲା। ସେହି ସମୟରେ ଅଷ୍ଟ୍ରେଲିଆ ୧୯୯୯ରେ ଡିଜାଇନ ହୋଇଥିବା ଜର୍ସିକୁ ପିନ୍ଧିଥିଲା।ବିଶ୍ୱକପ୍ରେ ଅଷ୍ଟ୍ରେଲିଆ୧୯୮୭, ୧୯୯୯, ୨୦୦୩, ୨୦୦୭ ଏବଂ୨୦୧୫ରେ ଚାମ୍ପିଅନ୍ ହୋଇଥିଲା।

Twitter Ads info and privacy

ନିକଟରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ୨-୩ରେ ଶୃଙ୍ଖଳା ଜିତିଥିବାବେଳେ ପାକିସ୍ତାନକୁ ୫-୦ରେ ପରାସ୍ତ କରିଥିଲା। ଆଗାମୀ ମେ’ ମାସ୨୫ ଓ ୨୭ରେ ଓ୍ଵାର୍ମଅପ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଯଥାକ୍ରମେ ଇଂଲଣ୍ଡ ଏବଂ ଶ୍ରୀଲଙ୍କାକୁ ଭେଟିବ।

Related posts

ସାରାଙ୍କ ସହ ଶୁଭମନ , ୟୁଜର୍ସ କହିଲେ ଏଥର କନଫର୍ମ

Odisha Sports Bureau

ବର୍ଷା ପରେ ପଡିଲା ଐତିହାସିକ ଟସ

କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରୁ ବାଦ ଦିଆଗଲା?

Odisha Sports Bureau