Cricket

ଆଇପିଏଲରେ ଛକାରେ ରେକର୍ଡ଼ କରିଥିବା ଖେଳାଳୀ

(ଓଡିଶା ସ୍ପୋର୍ଟ): ଇଣ୍ଡିଆନପ୍ରିମିୟରଲିଗଦ୍ୱାଦଶସଂସ୍କରଣର ମହାସମର ଆରମ୍ଭ ହୋଇଯାଇଛିା ପ୍ରତି ବର୍ଷ ଆଇପିଏଲରେ ଖେଳାଳିମାନେ ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି ହୋଇଥାଏ।ଏହି କ୍ରମରେ ଛକାରେ ମଧ୍ୟ ଖେଳାଳିମାନେ ଆଗରେ ଅଛନ୍ତି।

ଆଇପିଏଲରେ ସିକ୍ସର କିଙ୍ଗ ହେଲେ ୱେଷ୍ଟଇଣ୍ଡିଜର ଖେଳାଳି କ୍ରିସଗେଲ । ଆଇପିଏଲରେ୧୧୩ଟି ଇନିଙ୍ଗ୍ସଖେଳି ମୋଟ ୨୯୬ଟି ଛକାମାରି ତାଲିକାର ପ୍ରଥମସ୍ଥାନରେ ରହିଛନ୍ତି । ତାଲିକାରେ ଦିତୀୟସ୍ଥାନରେ ସାଉଥଆଫ୍ରିକାର ଖେଳାଳୀ ଏ.ବି.ଡିଭିଲିୟର୍ସ ରହିଛନ୍ତି । ସେ ୧୪୨ଟି ମ୍ୟାଚ ଖେଳି୧୮୬ଟି ଛକାମାରିଛନ୍ତି। ମହେନ୍ଦ୍ର ସିଂ ଧୋନିଙ୍କ ତୁଳନାରେ ୧୭୬ ମ୍ୟାଚ ଖେଳି୧୮୬ଟି ମ୍ୟାଚ ଖେଳି୧୮୬ଟି ଛକା ମାରିଛନ୍ତି। ଏହି ତାଲିକାରେ ଚତୁର୍ଥସ୍ଥାନରେ ଅଛନ୍ତି ସୁରେଶ ରାଇନା(୧୮୫ଛକା), ପଞ୍ଚମରେ ରୋହିତ ଶର୍ମା(୧୮୪ଛକା), ଷଷ୍ଠ ସ୍ଥାନରେ ବିରାଟକୋହଲି(୧୭୮ଛକା), ସପ୍ତମ ସ୍ଥାନରେ ଡେଭିଡୱାର୍ଣ୍ଣର (୧୬୩ଟିଛକା), ଅଷ୍ଟମ ସ୍ଥାନରେ ସେନୱାଟସନ (୧୫୭ଟିଛକା), ନବମ ସ୍ଥାନରେ ୟୁସୁଫ ପଠାନ(୧୫୭ଟିଛକା) ଓ ଦଶମ ସ୍ଥାନରେ କାଇରନ ପୋଲାର୍ଡ (୧୫୪ଟିଛକା) ରହିଛନ୍ତି।

Related posts

୧ ୱିକେଟ ହରାଇ ୧୧ ରନ

Odisha Sports Bureau

ଟିମ୍ ଇଣ୍ଡିଆରେ ବଡ ପରିବର୍ତ୍ତନ, ରୋହିତ ହେଲେ ଉପ-ଅଧିନାୟକ, ଉମେଶଙ୍କ ସ୍ଥାନରେ ନଟରାଜନ୍

Odisha Sports Bureau

୨୦୨୩ ଆଇପିଏଲରେ ସବୁଠାରୁ ମହଙ୍ଗା ଖେଳାଳି ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି ସାମ୍‌ କରନ୍‌

Odisha Sports Bureau