Tennis

ମିଆମି ଓପନ୍ ର ଚତୁର୍ଥ ରାଉଣ୍ଡରେ ଫେଡରର

(ଓଡିଶା ସ୍ପୋର୍ଟ): ତିନି ତିନି ଥର ଚମ୍ପିଆନ୍ ହୋଇଥିବା ରୋଜର ଫେଡରର ମିୟାମି ଓପନ୍ ୨୦୧୯ର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିସାରିଛନ୍ତି । ଫେଡରର ବିଶ୍ୱର ୧୦୩ ଡିଫେଟେଡ୍ ଚମ୍ପିଆନ୍ ଫିଲିପ୍ କ୍ରାଞୋଭିକ୍ ଙ୍କୁ ହରାଇ ଏହି ବିଜୟ ହାସଲ କରିଛନ୍ତି । କ୍ରାଞୋଭିକ୍ଙ୍କୁ ଫେଡରର ୭-୫, ୬-୩ ସେଟରେ ସିଧାସଳଖ ପରାସ୍ତ କରିଛନ୍ତି ।

୨୦ ଥର ଗ୍ରାଣ୍ଡ୍୍ସ୍ଲାମ୍ ଚମ୍ପିଆନ୍ ହୋଇଥିବା ରୋଜର ଫେଡରର ଚଳିତ ବର୍ଷରେ ଏବେସୁଦ୍ଧା କେବଳ ଦୁଇଗୋଟି ମ୍ୟାଚ୍ ହରାଇଛନ୍ତି, ଯେତେବେଳେ କି ୧୪ଟି ମ୍ୟାଚ୍ରେ ସେ ବିଜୟ ହାସଲ କରିଛନ୍ତି ।

Related posts

ସିଧାସଳଖ ସେଟରେ ଜିତିଲେ ସେରେନା

Odisha Sports Bureau

ୟୁଏସ ଓପନ-୨୦୧୯ରେ ସୁମିତ ନାଗଲଙ୍କ ପରାଜୟ

Odisha Sports Bureau

କଳିଙ୍ଗ ଷ୍ଟାଡିୟମ୍ ରେ ଆରମ୍ଭ ହୋଇଛି ଆଇ ଟି ଏଫ୍ ବିଶ୍ଵ ଟେନିସ ଟୁର୍

Odisha Sports Bureau