Badminton

ଏବେ ସୁପର ୩୦ରେ ଆସିବା ଲକ୍ଷ ସେନଙ୍କ

(ଓଡିଶା ସ୍ପୋର୍ଟସ): ନିଜର ପ୍ରଥମ ବିଡବ୍ଲୁଏଫ୍ ବିଶ୍ୱ ଟୁର ଟାଇଟଲ ଠାରୁ ଲକ୍ଷ୍ୟ ସେନ ଶୀର୍ଷ ୫୦ର ନିକଟତର ହୋଇଛନ୍ତି । ଡଚ୍ ଓପନ ଚମ୍ପିଆନ କହିଛି କି ସେ ବିଶ୍ୱ ରେକର୍ଡରେ ଶୀର୍ଷ ୩୦ରେ ସ୍ଥାନ ସୁରକ୍ଷିତ କରିବା ପାଇଁ ସିଜିନର ବାକି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବା ପାଇଁ ଚାହୁଁଛନ୍ତି । ଏହି ସପ୍ତାହରେ ବିଶ୍ୱ ର୍ୟାଙ୍ଗିରେ ୫୨ତମ ସ୍ଥାନରେ ପହଞ୍ଚିଥିବା ୧୮ବର୍ଷିୟ ସେନ କହିଛନ୍ତି, ‘ଏହା ମୋ କ୍ୟାରିୟରର ସବୁୁଠାରୁ ବଡ ଟାଇଟଲ ଅଟେ । ଏହା ପୂର୍ବରୁ ମୁଁ କ୍ୱାଟର ଫାଇନାଲ ଏବଂ ସେମିଫାଇନାଲ ପର୍ଯ୍ୟନ୍ତ ପହଁଞ୍ଚିିଥିଲି, ଏଥିପାଇଁ ଶେଷରେ ମୁଁ ସୁପର ୧୦୦ ଟୁର୍ଣ୍ଣାମେଣ୍ଟରେ ଜିତି ଭଲ ଲାଗିିଥିଲା । ଏଥିରେ ମୋର ର୍ୟାଙ୍କିଙ୍ଗରେ ପରିବର୍ତ୍ତନ ହେବ ଏବଂ ମୋତେ ସୁପର ୫୦୦ ଟୁର୍ଣ୍ଣାମେଣ୍ଟରେ ଖେଳିବାର ମୌକା ମିଳିବ । ବର୍ଷର ଆରମ୍ଭରେ ମୋ ଲକ୍ଷ୍ୟ ଥିଲା ଶିର୍ଷ ୫୦ ତମ ସ୍ଥାନରେ ରହିବା ଏବଂ ଏହି ବଜୟରେ ଏହା ପାଖରେ ପହଁଞ୍ଚିଯିବି । ମୋତେ ଏବେ ମଧ୍ୟ ଏହି ବର୍ଷ କିଛି ଟୁର୍ଣ୍ଣାମେଣ୍ଟ ଖେଳିବାର ଅଛି । ଯଦି ମୁଁ ସେଥିରେ ଭଲ ପ୍ର୍ରଦର୍ଶନ କରୁୁଛି ତେବେ ମୋ ର୍ୟାଙ୍କିଙ୍ଗରେ ଆହୁରି ମଧ୍ୟ ପରିବର୍ତ୍ତନ ହେବ । ଆସନ୍ତା ବର୍ଷ ମୁଁ ଶିର୍ଷ ୩୦ ଜଣଙ୍କ ମଧ୍ୟରେ ରହିଛି ।
ଲ୍ୟକ୍ଷ ଏବେ ୨୯ ଅକ୍ଟୋବର ସାରଲୋରଲକ୍ସ ଓପନ ସୁପର ୧୦୦ ରେ ଭାଗ ନେବେ । ଏହାପରେ ଦୁଇଟି ଅନ୍ତଃରାଷ୍ଟ୍ରିୟ ଚ୍ୟାଲେଞ୍ଜ ପ୍ରତିଯୋଗିତାମାନ ଆଇରିଶ ଓପନ( ୧୩ ରୁ ୧୬ ନଭେମ୍ବର) ଏବଂ ସ୍କାଣ୍ଟିଶ ଓପନ(୨୧ ରୁ ୨୪ ନଭେମ୍ବର) ରେ ଖୋଲିବ । ସେ ସୟଦ ୋଦି ଅନ୍ତରାଷ୍ଟ୍ରିୟ ସୁପର ୩୦୦ (୨୬ ନଭେମ୍ବର ଠାରୁ ୧ ଡିସେମ୍ବର) ରେ ମଧ୍ୟ ଖେଳିବେ ।

Related posts

ସତ୍ୱିକ୍ ସାଇରାଜ ଏବଂ ଚିରାଗ ସେଠୀ ସେମିଫାଇନାଲରେ ପରାସ୍ତ

Odisha Sports Bureau

ଅଲ ଇଂଲଣ୍ଡ ସୁପର ୧୦୦ ବ୍ୟାଡମିଣ୍ଟନ ଟାଇଟଲ ହାସଲ ନେଇ ମଉଳିଲା ଲକ୍ଷ୍ୟଙ୍କ ସ୍ୱପ୍ନ

Odisha Sports Bureau

ବାୟୋପିକ ଦୌଡ଼ରେ ସିନ୍ଧୁ

Odisha Sports Bureau