(ଅନୁସ୍ୱୟା): ଅଣ୍ଡର ୧୭ମହିଳା ଫୁଟବଲ ଦଳର ଆଜି ୨ୟ ପର୍ଯ୍ୟାୟ ଖେଳ ପୁନେରେ ଅନୁଷ୍ଠିତ ହୋଇଥିଲ । ।ଏହି ମ୍ୟାଚରେ ଓଡ଼ିଶା ଓ ହିମାଚଳପ୍ରଦେଶ ମୁହାଁମୁହିଁ ହୋଇଥିଲେ । ଓଡ଼ିଶା ହିମାଚଳପ୍ରଦେଶକୁ କଡ଼ା ଟକ୍ଟର ଦେଇଥିଲା ।ଶେଷରେ ଓଡ଼ିଶା ହିମାଚଳପ୍ରଦେଶ କୁ ମାତ ଦେଇ ବିଜୟୀ ଲାଭ କରିଛି । ବନ୍ୟା କବିରାଜ ୬,ଜ୍ୟୋତି କୁମାରୀ ୬ ଓ ଦୀପା ନାୟକ ୬ ଗୋଲ କରିଥିଲେ ।
ସ୍କୋର:
ଦୀପା ନାୟକ – ୬ ବନ୍ୟା କବିରାଜ -୬
ଜ୍ୟୋତି କୁମାରୀ -୬ ମାଳତି ମୁଣ୍ଡା – ୨
ସରିିତା ସୋରେନ – ୨ ଦୀପ୍ତିରାଣୀ -୪
ସୁସ୍ମିତା – ୨ ନିକିତା – ୪
ସଂଘମିତ୍ରା – ୧ ସୁମିତ୍ରା – ୧
ମନୀଷା – ୨ ମୋଟ – ୩୬
previous post