Tennis

କତର ଓପନ: ବୋପନ୍ନା ଜିତିଲେ ବର୍ଷର ପ୍ରଥମ ଯୁଗୋଳ ଟାଇଟଲ୍

(ଓଡିଶା ସ୍ପୋର୍ଟସ): ଭାରତର ରୋହନ ବୋପନ୍ନା ଏବଂ ନେଦରଲ୍ୟାଣ୍ଡର ୱେସ୍ଲେ କୋଲହାପ୍ ୍ଙ୍କ ଯୋଡି କତର ଓପନ ଟେନିସ୍ ଟୁର୍ଣ୍ଣାମେଣ୍ଟ୍ ର ଟାଇଟଲ୍ ନିଜ ନାମରେ କରିନେଇଛନ୍ତି । ବୋପନ୍ନା ଏବଂ କୋଲହାଫ୍ଙ୍କ ଯୋଡି ଦୋହାରେ ଲ୍ୟୁକ୍ ବମ୍ବ୍ରିଜ ଏବଂ ସେଣ୍ଟିୟାଗୋ ଗୋଞ୍ଜାଲେଜଙ୍କ ଯୋଡିକୁ ୩-୬, ୬-୨, ୧୦-୬ରେ ପରାସ୍ତ କରି ସିଜିନର ପ୍ରଥମ ଯୁଗୋଳ ଟାଇଟଲ୍ ଜିତି ନେଇଛନ୍ତି । ଏହା ପୁର୍ବରୁ ସେମିଫାଇନାଲରେ ବିଶ୍ୱର ତୃତୀୟ ନଂ ଖେଳାଳି ବୋପନ୍ନା–ୱେସ୍ଲେଙ୍କ ଯୋଡି ବିଶ୍ୱର ଦ୍ୱିତୟ ସ୍ଥାନରେ ଥିବା ହେନେରୀ କୋଣ୍ଟିନେନ ଏବଂ ଫ୍ରାଙ୍କୋ ସ୍କୁଗୋରଙ୍କ ଯୋଡିକୁ ୭-୫, ୬-୨ରେ ପରାସ୍ତ କରିଥିଲେ ।

Related posts

ଦକ୍ଷିଣ ଏସିଆ ଖେଳର ପଞ୍ଚମ ଦିନରେ ଭାରତୀୟ ଖେଳାଳୀମାନେ ଜିତିଲେ ୪୧ ପଦକ, ଭାରତର ପଦକ ସଂଖ୍ୟା ୧୭୮ରେ ପହଞ୍ଚିଛି

Odisha Sports Bureau

ITF ଉଦଯାପନୀ ଉତ୍ସବ, ବିଜୟୀ କୋରିଆ ଟିମକୁ ଟ୍ରଫି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau

ଅଷ୍ଟ୍ରେଲିଆ ଓପନରେ ବାର୍ଟିଙ୍କ ଯାତ୍ରା ଶେଷ, ଫାଇନାଲରେ ସୋଫିଆ

Odisha Sports Bureau