Cricket

କରିନା ଆଇସିସି ଟି-୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନ କରିବେ

(ଓଡିଶା ସ୍ପୋର୍ଟସ):  ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି ଆଇସିସି ମହିଳା ଓ ପୁରୁଷ ଟି-୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟକୁ ବଲିଉଡ ଅଭିନେତ୍ରୀ କରିନା କପୁର ଉଦ୍ଘାଟନ କରିବେ । ଏଥିନେଇ ସେ ନିଜକୁ ଭାଗ୍ୟଶାଳୀ ମନେ କରିବା ସହ ଆଇସିସିକୁ ଧନ୍ୟବାଦ ଦେଇଛନ୍ତି । ଏନେଇ ଚାଲିଥିବା କାର୍ଯ୍ୟକ୍ରମରେ ସେ ମିଳା ଖେଳାଳିଙ୍କୁ ସମ୍ମାନ ଜଣାଇଛନ୍ତି । ତାଙ୍କ ସ୍ୱର୍ଗତ ଶ୍ୱଶୂର ଜରେ ମହାନ ଖେଳାଳି ବୋଲି ସେ ଗର୍ବ ଅନୁଭବ କରିଥିବା କହିଛନ୍ତି । ସୂଚନା ଯୋଗ୍ୟ ୨୦୨୦ରେ ଅନୁଷ୍ଠିତ ହେବାକୁ ଥିବା ଏହି ବିଶ୍ୱ ଟି-୨୦ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ । କରିନାଙ୍କ ସ୍ୱାମୀ ସୈଫ ଅଲ୍ଲୀ ଖାନ ପୂର୍ବତନ କ୍ରିକେଟ ଅଧିନାୟକ ମସୁର ଅଲ୍ଲୀ ଖାନ ପଟୋଦୀଙ୍କ ବୋହୂ ।

Related posts

ଆଇପିଏଲ ପୂର୍ବରୁ କୋହଲୀଙ୍କୁ ଗିଫ୍ଟ

Odisha Sports Bureau

ଟି୨୦ ବିଶ୍ୱକପକୁ ନେଇ ବିସିସିଆଇ ଅଧିକାରୀଙ୍କୁ ମନ କଥା ଜଣାଇଲେ ରୋହିତ

Odisha Sports Bureau

ଦଶମ ପରୀକ୍ଷା ଦେଲେନି ବୈଭବ ସୂର୍ଯ୍ୟବଂଶୀ, CBSE ପରୀକ୍ଷାରେ ଅନୁପସ୍ଥିତ ଚିହ୍ନଟ

Odisha Sports Bureau