More Sports

କ୍ରୀଡ଼ା ଉପଦେଷ୍ଟାର ସଦସ୍ୟ ହେଲେ ଗଗନେନ୍ଦୁ

(ଓଡିଶା ସ୍ପୋର୍ଟସ):  ପ୍ରଥମ ଖେଲ ଇଣ୍ଡିଆ ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆୟୋଜନ ଏବଂ କ୍ରୀଡ଼ା ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଲାଗି ଗଠିତ ସର୍ବଭାରତୀୟ ବିଶ୍ୱ ବିଦ୍ୟାଳୟ ସଂଘ ଉପଦେଷ୍ଠା ସମିତିର ସଦସ୍ୟ ଭାବେ ମନୋନିତ ହୋଇଛନ୍ତି କିଟ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ନିର୍ଦ୍ଦେଶକ ଡ଼କ୍ଟର ଗଗନେନ୍ଦୁ ଦାଶ । ସେପ୍ଟେମ୍ବର ୨୪ ତାରିଖରେ ନୂଆଦିଲ୍ଲୀରେ ଏହାର ବୈଠକ ବସିବ । ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକରେ କ୍ରୀଡ଼ା ଭିତ୍ତିଭୂମି ଏବଂ ମାନବ ସମ୍ବଳ ସମ୍ପର୍କୀତ ତଥ୍ୟକୁ ଏକତ୍ରୀକରଣ କରିବା ସହିତ ଦେଶର ବିଭିନ୍ନ ପ୍ରାନ୍ତରେ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ କ୍ରୀଡ଼ାର ବିକାଶ ଏବଂ ପ୍ରଶିକ୍ଷଣ ପାଇଁ ଯୋଜନା କରାଯିବ ବୋଲି ସୂଚନା ମିଳିଛି ।

Related posts

ମିଷ୍ଟର ସାଉଥ ଏସିଆ ଟାଇଟଲ ହାସଲ କଲେ ବଡ଼ିବିଲ୍ଡର ରବିନ୍ଦର କୁମାର

ପ୍ରୋ କବାଡ୍ଡି: ହରିଆଣା ପାଟନାକୁ ୩୯-୩୪ରେ ପରାସ୍ତ କଲା

Odisha Sports Bureau

ଟାଟା ଷ୍ଟିଲ୍‌ ମାଷ୍ଟର୍ସ ଚେସ୍‌ ଟୁର୍ନାମେଣ୍ଟ: ବିଶ୍ୱନାଥନ ଆନନ୍ଦଙ୍କ ପ୍ରଥମ ବିଜୟ ହାସଲ

Odisha Sports Bureau