Tennis

ଚାଇନା ଓପନରୁ ବାହାର ହେଲେ ଭିବଲଣ୍ଡନ୍ ଚମ୍ପିଆନ୍ ହାଲେପା

(ଓଡିଶା ସ୍ପୋର୍ଟସ): ଭିବଲଣ୍ଡନ ଚମ୍ପିଆନ ସିମୋନା ହାଲେପ୍ଙ୍କୁ ଚାଇନା ଓପନ ଟେନିସ୍ ଟୁର୍ଣ୍ଣାମେଣ୍ଟ୍ ଦ୍ୱିତୀୟ ରାଉଣ୍ଡରେ ପରାଜୟର ସାମ୍ନା କରିବାକୁ ପଡିଛି । ବିଶ୍ୱର ପଞ୍ଚମ ନଂ ଖେଳାଳୀ ପିଠି ସମସ୍ୟା ଦ୍ୱାରା ପିଡିତ
୨୮ ବର୍ଷିୟ ହାଲେପ୍ ଙ୍କୁ ଋଷର ଏକତେରିନା ଆଲେକଜାଣ୍ଡ୍ରୋଭଙ୍କ ହାତରେ ୬୪ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବ ଏହି ମୁକାବିଲାରେ ୬-୨, ୬-୩ରେ ପରାଜିତ ହୋଇଛନ୍ତି । ୟୁଏସ୍ ଓପନର ଟାଇଟଲ ଜିତିଥିବା କାନାଡର ୧୯ ବର୍ଷିୟ ବିନାକା ଆଣ୍ଡ୍ରେୟୁସୁ ପ୍ରଥମ ପାଳିରେ ବେଲାଋଷର ଅଲିକସାନ୍ଦ୍ରା ଦାଦନୋଭିଚ୍ଙ୍କୁ ୬-୨,୨-୬, ୬-୧ସେଟରେ ପରାସ୍ତ କରି ନିଜର ୧୪ତମ ବିଜୟ ହାସଲ କରିଛନ୍ତି । କେରୋଲୀନା ଭୋଜ୍ନିୟାକି ଲରେନ୍ ଡେଭିସ୍ଙ୍କୁ ୬-୧, ୬-୩ସେଟରେ ପରାସ୍ତ କରିଛନ୍ତି ।

Related posts

ଫ୍ରେଞ୍ଚ ଓପନ୍: ସେମିଫାଇନାଲରେ ପହଞ୍ଚିଚିବାରେ ନାଦିଆ ପ୍ରଥମ ମହିଳା

Odisha Sports Bureau

ଫ୍ରେଞ୍ଚ ଓପେନ: ଦ୍ୱିତୀୟ ରାଉଣ୍ଡରେ କ୍ୱିଟୋଭା ଓସିଏନ୍

Odisha Sports Bureau

ଅଷ୍ଟ୍ରେଲିୟାର ବାର୍ଡି ହାସଲକଲେ ଡବ୍ଲୁୟଟିଏ ଫାଇନାଲ୍ସ ମାନ୍ୟତା

Odisha Sports Bureau