More Sports

ଜୟପୁରର ପ୍ଲେଅଫ୍ରେ ପହଞ୍ଚିବାର ଆଶା ଉଦ୍ଦ୍ିବିତ ରହିଛି

(ଓଡିଶା ସ୍ପୋର୍ଟ): ଦିପକ ନରୱାଲଙ୍କ ଭଲ ପ୍ରଦର୍ଶନ ସାହାଯ୍ୟରେ ଜୟପୁର ପିଙ୍କ୍ ପୈଥର୍ସ ଗତ ଚମ୍ପିିଆନ ବେଙ୍ଗଲୁର ବୁଲ୍ସ୍ କୁ ପ୍ରୋ କବାଡ୍ଡୀ ଲିଗ ୨୦୧୯ର ମ୍ୟାଚ୍ ରେ ୪୧-୩୪ରେ ପରାସ୍ତ କରିଛନ୍ତି । ଦିପକ ୧୬ ଅଙ୍କ ସଂଗ୍ର୍ରହ କରିଛନ୍ତି, ଯେତେବେଳେ କି ନିଲେଶ ସାଲୁଙ୍କେ ୯ଅଙ୍କ ସଂଗ୍ରହ ଦକରିଛନ୍ତି । ଏହି ବିଜୟ ସହିତ ଜୟପୁର ପ୍ଲେଫପ୍ ରେ ପ୍ରବେଶ କରିବାର ଆଶା ରଖିଛି । ଅନ୍ୟଏକ ମୁକାବିଲାରେ ହରିୟାଣା ଷ୍ଟିଲର୍ସ ତେଲୁଗୁ ଟାଇଣ୍ଟସ୍ ଉପରେ ଧମାକାଦାର ବିଜୟ ହାସଲ କରିଛି । ହରିୟାଣା ଟାଇଣ୍ଟସ୍ କୁ ୫୨-୩୨ରେ ପରାସ୍ତ କରିଛି ।

Related posts

ଦୂତୀଙ୍କ ନାମରେ ଆଥଲେଟିକ ଟ୍ରାକ

ଏଫଆଇଏଚ ପ୍ଳୋ ଲିଗ ୨୦୨୦ ଭାରତୀୟ ଦଳରେ ୨ ଓଡ଼ିଆ

Odisha Sports Bureau

ୱାର୍ଲ୍ଡ ବକ୍ସିଂ ଚମ୍ପିୟନସିପର ସେମିଫାଇନାଲରେ ମ୍ୟାରୀ

Odisha Sports Bureau