More Sports

ଟ୍ରିପଲ୍ ଜମ୍ପର ୱାର୍ଲଡ ଇଣ୍ଡୋର ରେକର୍ଡ ଭାଙ୍ଗିଛନ୍ତି ରୋଜସ

(ଓଡିଶା ସ୍ପୋର୍ଟସ): ଭେନେଜୁଏଲର ୟୁଲିମାର ରୋଜସ ୨୧ ଫେବୃଆରୀ ଦିନ ଭିଲା ଡି ମୋଡ୍ରିି୍ ୱାର୍ଲ୍ଡ ଆଥଲେଟିକ୍ ଇଣ୍ଡୋର ଟୁର ମିଟରେ ମହିଳାମାନଙ୍କ ଟ୍ରିପଲ ଜମ୍ପର ୱାଲର୍ଡ ଇନ୍ଦୋର ରେକର୍ଡ ଭାଙ୍ଗିଛନ୍ତି । ଅଲମ୍ପିକ୍ ରୌପ୍ୟ ପଦକ ବିଜେତା ୧୫.୪୩ ମିଟର ଡେଇଛନ୍ତି, ସେ ୭ ସେଣ୍ଟିମିଟର ଅଧିକ ଡିଈଁବା ସହିତ ତାୟାନା ଲେବେବେଭାଙ୍କ ମାର୍ଚ ୨୦୦୪ର ପୁରୁଣା ରେକର୍ଡକୁ ଧ୍ୱସଂ କରିଦେଇଛନ୍ତି । ୨୪ ବର୍ଷିୟ ୱାର୍ଲ ଚମ୍ପିଆନସିପ୍ ରୋଜସ ୨୦୧୭ରେ ଲଣ୍ଡନରେ ବିଶ୍ୱ ଆଉଟଡୋର ଟାଇଟଲ୍ ଉପରେ ଅଧିକାର କରିଥିଲେ । ୧୪.୯୧ ମିଟର ସହିତ ଭେନେଜୁଏଲା ପାଇଁ ପ୍ରଥମ ଥର ଏବଂ ଗତ ବର୍ଷ ଦୋହାରେ ୧୫.୩୭ ମିଟର ସହିତ ଗୋଟିଏ ସଫଳ ବଚାବ କରିଛନ୍ତି । ସେହିପରି ୨୦୧୬ରେ ପୋର୍ଟଲେଣ୍ଡ ଏବଂ ୨୦୧୮ରେ ବର୍ମିଘମରେ ସ୍ୱର୍ଣ୍ଣ ପଦକ ବିଜେତା ଦୁଇଥର ବିଶ୍ୱ ଚମ୍ପିଆନ ମଧ୍ୟ ହୋଇଛନ୍ତି ।

Related posts

ଏସୀୟ ଏୟାରଗନ: ମୋଟ ୨୫ଟି ସ୍ୱର୍ଣ୍ଣ ପଦକ ହାସଲ କରି ଭାରତର ଅଭିଯାନ ଶେଷ

Odisha Sports Bureau

ଆସାମ ବନ୍ୟା ସହାୟତା ପାଣ୍ଠିକୁ ଅଧା ଦରମା ଦାନ କଲେ ହୀମା

Odisha Sports Bureau

ଏସୀୟ U20 ଆଥଲେଟିକ୍ସ ଚାମ୍ପିଅନସିପରେ ବ୍ରୋଞ୍ଜ ଜିତିବା ପରେ ଆଥଲେଟ୍ସ ଏମଡି ରେୟାନ ବାଶା ଏବଂ ଦୋଣ୍ଡପତି ଜୟରାମଙ୍କୁ ନଗଦ ପୁରସ୍କାର ପ୍ରଦାନ କରିଛନ୍ତି କ୍ରୀଡା ମନ୍ତ୍ରୀ