Cricket

ତୃତୀୟ ଟି-ଟ୍ୱେଣ୍ଟି, ଭାରତ ଟସ ଜିତି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି

(ଓଡିଶା ସ୍ପୋର୍ଟ): ଆଜି ହାମିଲଟନରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଶେଷ ତଥା ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ । ଭାରତ ଟସ୍ ଜିତି ଫଲ୍ଡିଂ ନିଷ୍ପତ୍ତି ନେଇଛି। ଏହାସହ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି ଭାରତ ।

ସିରିଜ୍ ଏବେ ୧-୧ ସ୍ଥିତିରେ ଥିବାରୁ ଦୁଇ ଦଳ ଏହି ମ୍ୟାଚ ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ।
ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡଠାରୁ ଭାରତ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ତେବେ ଦ୍ୱିତୀୟ ମ୍ୟାଚ୍ରେ ଭାରତ ଖେଳାଳିଙ୍କୁ ଫୁଲ୍ ଫର୍ମରେ ଦେଖିବାକୁ ମିଳିଥିଲା। ଭାରତୀୟ ଟିମ୍ ଏହି ମ୍ୟାଚ୍ ଜିତି ସିରିଜ୍କୁ ୧-୧ କରିଥିଲା। କିନ୍ତୁ ଆଜି ଉଭୟ ଦଳ ସିରିଜ ଜିତି ରେକର୍ଡ କରିବାକୁ ଚାହିଁବେ।

Related posts

ବିଜୟ ହଜାରେ ଟ୍ରଫିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ, ଗୋଟିଏ ଓଭରରେ ଲଗାତାର ପାଞ୍ଚଟି ଛକା

Odisha Sports Bureau

ନୂଆ ଜର୍ସିରେ ବିରାଟ

Odisha Sports Bureau

୨୩ ବର୍ଷ ପରେ ରାହୁଲ ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିଲେ ଶୁଭମନ…