Badminton

ପୁଣି ବିଶ୍ୱ ପାରା ବ୍ୟାଡ଼ମିଣ୍ଟନରେ ପ୍ରମୋଦଙ୍କୁ ସ୍ୱର୍ଣ୍ଣ

(ଓଡିଶାସ୍ପୋର୍ଟସ ): ସୁଇଜରଲ୍ୟାଣ୍ଟରେ ଚାଲିଥିବା ବିଶ୍ୱ ପାରା ବ୍ୟାଡ୍ମିଣ୍ଟନ୍ ଚାମ୍ପିଅନ୍ସିପ୍ରେ ଡବଲ୍ସ ପରେ ସିଙ୍ଗଲ୍ସରେ ମଧ୍ୟ ନିଜର ଯାଦୁ ଦେଖାଇଛନ୍ତି ପ୍ରମୋଦ । ସେ ଇଂଲଣ୍ଡର ଡାନିଆଲ୍ ବେଥେଲଙ୍କ ପରାସ୍ତ କରିଛନ୍ତି ଏହି ସଫଳତା ପାଇଛନ୍ତି ।ସେ ୬-୨୧, ୨୧- ୧୪ ଓ ୨୧-୧୫ ପ୍ରମୋଦ ଡାନିଆଲ୍ଙ୍କୁ ହରାଇ ସ୍ୱର୍ଣ୍ଣ ପଦ ହାସଲ କରିଛନ୍ତି ।
ଏହା ପୂର୍ବରୁ ଡବଲ୍ସରେ ମଧ୍ୟ ପ୍ରମୋଦ ଚାମ୍ପିୟନ୍ ହୋଇଛନ୍ତି । ପ୍ରମୋଦ ଓ ମନୋଜ ସରକାରଙ୍କ ଯୋଡ଼ି ଡବଲ୍ସ ଫାଇନାଲ ରାଉଣ୍ଡରେ ଭାରତୀୟ ତାରକା ତରୁଣ-ନିତେଶ କୁମାର ଯୋଡ଼ିଙ୍କୁ ହରାଇଛନ୍ତି । ତରୁଣ-ନିତେଶ ଯୋଡ଼ିଙ୍କୁ ୧୪-୨୧, ୨୧-୧୫ ଓ ୨୧-୧୬ ସେଟ୍ରେ ହରାଇଛି ପ୍ରମୋଦ ଓ ସରୋଜ ସ୍ୱର୍ଣ୍ଣ ପଦ ଜିତିଛନ୍ତି ।

Related posts

ପଦ ପକ୍କା କଲେ ପ୍ରମୋଦ,ବ୍ରାଜିଲ ଯୋଡିକୁ ପରାସ୍ତ କରି କ୍ବାର୍ଟର ଫାଇନାଲରେ

Odisha Sports Bureau

ରାଜ୍ୟ ସ୍ତରୀୟ Under 19 ବ୍ୟାଟମିଣ୍ଟନ  ଟୁର୍ଣ୍ଣାମେଣ୍ଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Odisha Sports Bureau

ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ: ସାଇନା,କଶ୍ୟପ ଓ ସୌରଭ ସେମିଫାଇନାଲରେ

Odisha Sports Bureau