Football

ଫୁଟବଲ ଖେଳୁଥିବା ସମୟରେ ଚାଲିଗଲା ଜୀବନ

(ଓଡିଶା ସ୍ପୋର୍ଟ): ଜଣେ ଓଡ଼ିଆ ଫୁଟବଲ ଖେଳାଳିଙ୍କ ହୃଦଘାତରେ ଚାଲିଗଲା ଜୀବନ। ତାଙ୍କ ନାଁ ରିତିକ ଦାସ। ସେ କୋଲକାତାରେ ଆୟୋଜିତ ଏକ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ବେଳେ ହୃଦଘାତର ଶିକାର ହୋଇଥିଲେ। ସେ ଅଚେତ ହୋଇ ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲାତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କଟକରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି।

Related posts

ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଉଦଘାଟନୀ ମ୍ୟାଚରେ ଭାରତର ଦମଦାର ବିଜୟ

Odisha Sports Bureau

କତର ବିପକ୍ଷରେ ଫିଫା କ୍ୱାଲିଫାୟାର

Odisha Sports Bureau

ଆଇଏସ୍ଏଲ୍ ୨୦୧୮: ଦୁଇଥର ଚମ୍ପିଆନ୍ ହୋଇଥିବା ଏଟିକେ ଚେନ୍ନାଇ ଏଫସିକୁ ୩-୨ରେ ହରାଇଲା

Odisha Sports Bureau