Football

ଫୁଟବଲ ଖେଳୁଥିବା ସମୟରେ ଚାଲିଗଲା ଜୀବନ

(ଓଡିଶା ସ୍ପୋର୍ଟ): ଜଣେ ଓଡ଼ିଆ ଫୁଟବଲ ଖେଳାଳିଙ୍କ ହୃଦଘାତରେ ଚାଲିଗଲା ଜୀବନ। ତାଙ୍କ ନାଁ ରିତିକ ଦାସ। ସେ କୋଲକାତାରେ ଆୟୋଜିତ ଏକ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ବେଳେ ହୃଦଘାତର ଶିକାର ହୋଇଥିଲେ। ସେ ଅଚେତ ହୋଇ ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲାତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କଟକରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି।

Related posts

ଏସୀୟ କ୍ରିଡାରେ ବାଂଲାଦେଶକୁ ୧-୦ରେ ପରାସ୍ତ କଲା ଭାରତ

Odisha Sports Bureau

Viral Content : ଦେଢ଼ ଘଣ୍ଟାରେ ୧ ମିଲିୟନ ଏବଂ ୧୨ ଘଣ୍ଟା ମଧ୍ୟରେ ୟୁଟ୍ୟୁବ ଗୋଲଡେନ ବଟନ

Odisha Sports Bureau

୨୮ ବର୍ଷୀୟ ଫୁଟବଲ ଖେଳାଳି ସାଲାଙ୍କ ଅକାଳ ମୃତ୍ୟୁ

Odisha Sports Bureau