Cricket

ବିଜୟ ହଜାରେ ଟ୍ରଫି ୨୦୧୯: କ୍ୱାଟର ଫାଇନାଲରେ ପୁଣ୍ଡୁଚେରି

(ଓଡିଶା ସ୍ପୋର୍ଟସ): କ୍ରିକେଟ ପ୍ରଶଂସକମାନଙ୍କ ନଜର ସାରାଦିନ ଉତ୍ତରାଖଣ୍ଡ-ପୁୁଣ୍ଡୁଚେରୀର ଅଲଗା ଳଅଲଗା ମୁକାବିଲା ଉପରେ ରହିଛି । ଉତ୍ତରାଖଣ୍ଡର ପ୍ରଶଂସକ ବିଜୟ ଏବଂ ଅଙ୍କର ସମିକରଣରେ ଆଗରେ ଚାଲିଥିବା ପୁଣ୍ଡୁଚେରୀର ପରାଜୟର ଆଶାରେ ଶେଷ ଫଳାଫଳ ପର୍ଯ୍ୟନ୍ତ ରହିଥିଲେ । ପ୍ର୍ରଥମ ମ୍ୟାଚରେ ପୁଣ୍ଡୁଚେରୀ ଆସାମକୁ ପଛରେ ପକାଇ ଉତ୍ତରାଖଣ୍ଡ ଟିମ୍ କୁ ପ୍ରଥମ ଝଟକା ଦେଇଛି । ଏହା ପରେ ଶେଷ ମ୍ୟାଚରେ ଉତ୍ତରାଖଣ୍ଡ ଟିମ୍ କୁ ଚଣ୍ଡିଗଡ ଟିମ୍ ପଛରେ ପକାଇ ଟୁର୍ଣ୍ଣାମେଣ୍ଟରୁ ବାହାରର ରାସ୍ତା ଦେଖାଇଦେଇଥିଲା । ପ୍ଲେଟ୍ ଗ୍ରୁପରେ ପୁଣ୍ଡୁଚେରୀ ୩୨ ଅଙ୍କ ସହିତ ପ୍ରଥମ ଏବଂ ଉତ୍ତରାଖଣ୍ଡ-ଚଣ୍ଡିଗଡ ଟିମ୍ ୨୪ ଅଙ୍କ ସହିତ ଦ୍ୱିତୀୟ ସ୍ଥାନରେ ରହିଛି ।
ବିଜୟ ହଜାରେ ଟ୍ରଫିର ପୂର୍ବ ମୁକାବିଲାରେ ଉତ୍ତତରାଖଣ୍ଡ ଟିମ୍ କ୍ୱାଟର ଫାଇନାଲ ପର୍ଯ୍ୟନ୍ତ ପହଁଞ୍ଚିପାରିଥିଲା । ଅବଶ୍ୟ ପରେ ଅନ୍ତିମ ସିଜିନର ଚମ୍ପିଆନ ଟିମ୍ ବିଦର୍ଭ ହାତରେ ସମ୍ମାନଜକ ପରାଜୟର ସାମ୍ନା କରି ବାହାରିବାକୁ ପଡିଥିଲା ।

Related posts

ବାରବାଟୀ ମ୍ୟାଚ୍ ପାଇଁ ଆରମ୍ଭ ହେଲା ଟିକେଟ୍ ବିକ୍ରି

Odisha Sports Bureau

ଟି -20 ବିଶ୍ୱକପ ଇତିହାସରେ ଏପର୍ଯ୍ୟନ୍ତ କେତେ ସୁପର ଓଭର ଖେଳାଯାଇଛି?

ଆଇସିସି ଟି-୨୦ ରାଙ୍କିଙ୍ଗର ନମ୍ବର-୧ ବ୍ୟାଟ୍ସଓମ୍ୟାନ୍ ଶେଫାଳୀ