More Sports

ବିଶ୍ୱ ଜିମ୍ନାନଷ୍ଟିକ୍ ଚମ୍ପିଆନସିପରେ ଭାରତର ଖରାପ ପ୍ରଦର୍ଶନ

(ଓଡିଶା ସ୍ପୋର୍ଟସ):  ଭାରତୀୟ ଜିମ୍ନାନଷ୍ଟିକଙ୍କ ବିଶ୍ୱ କଳାତ୍ମକ ଜିମ୍ନାନଷ୍ଟିକ୍ ଚମ୍ପିଆନଶିପ୍ ରେ ଖରାପ ପ୍ରଦର୍ଶନ ଜାରି ରହିଛି । ମହିଳାଙ୍କ ପରେ ପୁରୁଷ ଖେଳାଳୀ ମଧ୍ୟ ଅଲ-ର।।ଉଣ୍ଡ ଏବଂ ବ୍ୟକ୍ତିଗତ ବିଭାଗରେ ଫାଇନାଲରେ ନିଜର ସ୍ଥାନ ସୁୁରକ୍ଷିତ କରିପାରିନାହାଁନ୍ତି । ଅଲ-ରାଉଣ୍ଡ କ୍ୱାଲିଫକେଶନରେ ଯୋଗେଶ୍ୱର ସିଂହ ୯୨ତମ ସ୍ଥାନ ସହିତ ସର୍ବଶ୍ରେଷ୍ଠ ଭାରତୀୟ ରହିଛନ୍ତି, ସେ ୭୬.୦୯୭ ଅଙ୍କ ସଂଗ୍ରହ କରିଛନ୍ତି । ଏସିଆ ଖେଳରେ ବ୍ରୋଞ୍ଜ ପଦକ ବିଜେତା ଆଶିଷ କୁମାର (୭୩.୬୩୨) ୧୨୨ତମ ଏବଂ ଆଦିତ୍ୟ ରାଣା(୭୩.୦୯୮) ୧୨୮ତମ ସ୍ଥାନରେ ରହିଛନ୍ତି ।
ଫ୍ଲୋର ଏକ୍ସରସାଇଜ୍ କ୍ୱାଲିଫକେଶନରେ ଆଶିଷ୍ (୧୩.୫୦୦) ୭୭ତମ, ଆଦିତ୍ୟ(୧୩.୦୦୦) ୧୨୫ତମ ଏବଂ ୟୋଗେଶ୍ୱର (୧୨.୮୬୬) ୧୩୬ତମ ସ୍ଥାନରେ ରହିଛନ୍ତି । ୟୋଗେଶ୍ୱର ପୋମ୍ମେଲ ହୋର୍ସ ରେ ୧୨.୭୦୦ ସହିତ ୭୫ତମ, ଆଦିତ୍ୟ(୧୦.୫୩୩) ୧୭୩ତମ ଏବଂ ଆଶିଷ୍(୧୦.୧୦୦) ୧୮୨ତମ ସ୍ଥାନରେ ରହିଛନ୍ତି । ରିଙ୍ଗ୍ କ୍ୱାଲିଫକେଶନ ପେରଲଲ ବାର ଏବଂ ହାରିଜେଣ୍ଟଲ ଭାରତୀୟ ଜିମ୍ନାଷ୍ଟ ଶୀର୍ଷ ୧୦୦ ମଧ୍ୟ ରେ ମଧ୍ୟ ନିଜର ସ୍ଥାନ ସୁରକ୍ଷିତ କରିପାରି ନାହାଁନ୍ତି ।

Related posts

ଆଇବିଏସଏଫ୍ ବିଶ୍ପ ଟିମ୍ ସ୍ନୁକର ଚମ୍ପିଆନସିପର ଫାଇନାଲରେ ଆଡଭାନି-ମେହରାଙ୍କ ଯୋଡି

Odisha Sports Bureau

ଯୌନ ନିର୍ଯାତନା ଅଭିଯୋଗରେ ସୁଟିଂ ପ୍ରଶିକ୍ଷକ ଅଙ୍କୁଶ ଭରଦ୍ୱାଜ ନିଲମ୍ବିତ

Odisha Sports Bureau

ଅଲିମ୍ପିକ୍‌ ଯୋଗ୍ୟତାରୁ ଅଳ୍ପକେ ବଞ୍ଚିତ ହେଲେ ଜ୍ୟୋତି

Odisha Sports Bureau