More Sports

ଭାରତର ୨ ଯୋଡ଼ି ପୁରୁଷ ଡ଼ବଲ୍ସ ସେମିକୁ ଉନ୍ନୀତ

(ଓଡିଶା ସ୍ପୋର୍ଟ): କଟକରେ ଅନୁଷ୍ଠିତ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନସିପରେ ରବିବାର ଖେଳାଯାଇଥିବା ପୁରୁଷ ଯୁଗଳ କ୍ୱାର୍ଟର୍ ଫାଇନାଲ୍ରେ ଶରତ କମଲ-ଜି.ସାଥିଆନ୍ ୩-୦ (୧୧-୨, ୧୧-୬, ୧୧-୫)ରେ ଇ˚ଲଣ୍ତର ଡେଭିଡ୍ ମ୍ୟାକବେଥ-ସିଙ୍ଗାପୁର ଲୁକାସ ଟାନ୍ଙ୍କୁ, ଆଣ୍ଟୋନୀ ଅମଲରାଜ-ମାନବ ଠାକ୍କରଙ୍କ ଯୋଡି ୩-୧(୯-୧୧, ୧୧-୭, ୧୧-୭, ୧୧-୯) ରେ ଅଷ୍ଟ୍ରେଲିଆର ହେମିଙ୍ଗ ହୁ-ଡିଲନ୍ ଚାମ୍ବର୍ସଙ୍କୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି।

ସେହିପରି ସେମି ଫାଇନାଲ୍ରେ ସିଙ୍ଗାପୁରର କୋଏନ୍ ପାଙ୍ଗ-ସାଓ ହାନ୍ ଜୋସ୍ ଏବ˚ ଇ˚ଲଣ୍ତର ସାମୁଏଲ୍ ଵାକର-ଥୋମାସ ଜାର୍ଭିସ୍ଙ୍କ ଯୋଡି ଭାରତୀୟ ଯୋଡିଙ୍କ ସହ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

Related posts

ଲୋଜାନ୍‌ ଡାଇମଣ୍ଡ୍‌ ଲିଗ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅତିଆର କଲେ ନୀରଜ ଚୋପ୍ରା

Odisha Sports Bureau

ପ୍ରୋ କବାଡ୍ଡି ୨୦୧୯: ୟୁପି ଯୋଦ୍ଧାକୁ ହରାଇଲା ୟୁ ମୁମ୍ବା

Odisha Sports Bureau

ଏମିଲିଆ ରୋମାଗନା ଗ୍ରାଣ୍ଡ୍ ପ୍ରିକ୍ସ ଜିତିଲେ ହାମିଲଟନ୍

Odisha Sports Bureau