Cricket

ଭାରତ ଓ ଶ୍ରୀଲଙ୍କା ମ୍ୟାଚ ପରେ ଅବସର ନେବେ ଇଆନ ଗୋଲ୍ଡ

(ଓଡ଼ିଶା ସ୍ପୋର୍ଟ) : ଆଜି ଇଂଲଣ୍ଡ ଅମ୍ପାୟର ଇଆନ ଗୋଲ୍ଡ ଅବସର ନେବେ। ଏ ନେଇ ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। ଗୋଲ୍ଡ ବିଶ୍ବକପ କ୍ରିକେଟର ଆଜି ଲିଡ୍ସରେ ଚାଲିଥିବା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ମ୍ୟାଚ ପରେ ଅବସର ନେବେ। ଗୋଲ୍ଡ ଅମ୍ପାୟରିଂ କ୍ୟାରିୟରରେ ୭୪ ଟେଷ୍ଟ ଓ ଭାରତ-ଶ୍ରୀଲଙ୍କା ମ୍ୟାଚ୍କୁ ମିଶାଇ ୧୪୦ ଦିନିକିଆ ପରିଚାଳନା କରିଛନ୍ତି। ଗୋଲ୍ଡ ୪ର୍ଥ ଥର ପାଇଁ ଆଇସିସି ବିଶ୍ୱକପ୍ରେ ଅମ୍ପାୟର ଦାୟିତ୍ୱ ତୁଲାଉଛନ୍ତି। ସେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ୨୦୧୧ ବିଶ୍ୱକପ୍ ସେମିଫାଇନାଲ ମଧ୍ୟ ଅମ୍ପାୟରିଂ କରିଥିଲେ।

Related posts

ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଭାରତ ଓ ବିରାଟ ପ୍ରଥମ

Odisha Sports Bureau

ଜ୍ୟୋତିଷଙ୍କ ଭବିଷ୍ୟବାଣୀ: ଭାରତ ହେବ ବିଜେତା

କାହିଁକି ରିଙ୍କୁଙ୍କୁ ଚାପୁଡା ମାରିଲେ କୁଳଦୀପ୍?

Leave a Comment