Hockey

ମାଲେସିଆ ଗସ୍ତରେ ୪ ଓଡ଼ିଆ ମହିଳା ହକି ଖେଳାଳି

(ଓଡିଶା ସ୍ପୋର୍ଟ): ଆସନ୍ତା ଏପ୍ରିଲ୪ରୁ୧୧ତାରିଖ ପର୍ୟ୍ୟନ୍ତ ମାଲେସିଆରେ ମହିଳା ହକି ଦଳ ଅନୁଷ୍ଠିତହେବ । ଏଥିପାଇଁ୧୮ଜଣିଆ ଦଳ ଘୋଷଣା କରାଯାଇଛି । ଭାରତୀୟ ମହିଳା ହକିଦଳ ସେଠାରେ ୫ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ। ଏହି୧୮ଜଣିଆ ଦଳରେ ଓଡ଼ିଶାର ୪ ଜଣ ଖେଳାଳି ସ୍ଥାନ ପାଇଛନ୍ତି।ସେମାନେ ହେଲେ ଦୀପଗ୍ରେସଏକ୍କା, ଲିଲି ମାମିଞ୍ଜ, ସୁନୀତା ଲାକ୍ରା ଏବଂ ରସ୍ମିତା ମିଞ୍ଜ। ଦୀପଗ୍ରେସ ଦଳର ଉପ ଅଧିନାୟିକା ଅଛନ୍ତି।ନିୟମିତ ଅଧିନାୟିକାରାଣୀ ଦଳରେ ନ ଥିବାରୁ ତାଙ୍କ ସ୍ଥାନରେ ଗୋଲ ରକ୍ଷିକା ସବିତା ଦଳର ନେତୃତ୍ୱ ନେବେ।

Related posts

ଭୂବନେଶ୍ୱରରେ ପହଁଚିଲେ ଆର୍ଜେଣ୍ଟିନା ଦଳ, ସୁରକ୍ଷା ବ୍ୟବସ୍ଥା କଡାକଡି

Odisha Sports Bureau

ଲଣ୍ଡନରେ ଆୟୋଜିତ ବିଶ୍ୱ ପର୍ଯ୍ୟଟନ ମେଳାରେ ଓଡ଼ିଶା ବିଶ୍ୱକପ୍ ର ପ୍ରଚାର

Odisha Sports Bureau

ଆଜି ହକି ବିଶ୍ୱକପରେ ପାକିସ୍ତାନର ଅଭିଯାନ ଆରମ୍ଭ

Odisha Sports Bureau