Football

ରିୟଲ କାଶ୍ମୀର ପଞ୍ଜାବ ଏଏଫସି ସହିତ ୧-୧ରେ ଡ୍ର

(ଓଡିଶା ସ୍ପୋର୍ଟସ): ହୋଷ୍ଟ୍ ରିୟଲ କାଶ୍ମୀର ଚାଲିଥିବା ଆଇ ଲିଗ୍ ଫୁଟବଲ୍ ପ୍ରତିଯୋଗିତାରେ ପୂର୍ବ ଚମ୍ପିଆନ୍ ପଞ୍ଜାବ ଏଫସି ଠାରୁ ୧-୧ରେ ଡ୍ର ଖେଳି ଅଙ୍କ ଭାଗ କରିଛି । ପଞ୍ଜାବ ଏଏଫସି ୨୧ ମିନିଟରେ ମାକନ ଚୋଟଙ୍କ ସହଯୋଗରେ ଆଗକୁ ବଢିଥିଲା, ଯାହା ଦ୍ୱାରା ଘରୋଇ ଟିମ୍ ଉପରେ ଚାପ ବଢିଯାଇଥିଲା । କିଛି ସମୟ ପଛୁଆ ରହିବା ପରେ ରିୟଲ କାଶ୍ମୀର ୬୨ତମ ମିନିଟରେ ନୋହେର କ୍ରିଯୋଙ୍କ ଗୋଲରେ ସମାନତା ହାସଲ କରିଥିଲେ ଯାହା ଶେଷ ପର୍ଯ୍ୟନ୍ତ ରହିଥିଲା ।

Related posts

ଫିଫା ବିଶ୍ୱକପ୍ ୨୦୨୨: କତରରେ ପହଞ୍ଚି ଷ୍ଟେଜ ପଫୋରମାନ୍ସ ପାଇଁ ପ୍ରସ୍ତୁତ ହେଲେ ନୋରା

Odisha Sports Bureau

ଇଂଲଣ୍ଡ-ଫ୍ରାନ୍ସ ପ୍ରଥମ ଥର କ୍ବାର୍ଟରରେ ହେବେ ଆମ୍ନାସାମ୍ନା

Odisha Sports Bureau

କମ୍ ପାରିଶ୍ରମିକ ବିରୁଦ୍ଧରେ ମହିଳା ଫୁଟବଲ୍ ଟିମ୍ ଗୋଲ୍ ସ୍କୋରକୁ ୨୦ ପ୍ରତିଶତ କମ୍ ଲେଖିଲେ

Odisha Sports Bureau