Football

ସିନିଅର ଫୁଟବଲ ଟୁର୍ଣ୍ଣାମେଣ୍ଟର ଟାଇଟଲ ଜିତିଲା ମଣିପୁର

(ଓଡିଶା ସ୍ପୋର୍ଟସ): ମଣିପୁର ମଙ୍ଗଳବାର ଦିନ ବହୁତ କଠିନ ମୁକାବିଲାରେ ରେଲୱେ କୁ ୧-୦ରେ ପରାସ୍ତ କରି ୨୫ତମ ହୀରୋ ସିନିୟର ମହିଳା ଏନ୍ଏଫସି ୨୦୧୯-୨୦ର ଫୁଟବଲ ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ହାସଲ କରିନେଇଛନ୍ତି । ପ୍ରଥମ ହାପ୍ ଖେଳରେ ଦୁଇ ଟିମ୍ କୌଣସି ଗୋଲ କରି ନ ଥିଲେ । ଦ୍ୱିତୀୟ ହାପରେ ୬୭ତମ ମିନିଟ୍ ରେ କ୍ୟାପଟେନ୍ ବାଲା ଦେବି ଗୋଲ କରି ମଣିପୁରକୁ ବିଜୟ ଦେଇଥିଲେ । ଏହିପରି ଭାବେ ମଣିପୁର ୨୦ଥର ଏହି ଟାଇଟଲକୁ ନିଜ ନାମରେ କରିନେଇଛି ।

Related posts

ଫାଇନାଲ୍ରେ ମୋହନବାଗାନ ସୁପର ଜାଏଣ୍ଟ୍ସ

Odisha Sports Bureau

ଇକ୍ୟୁଏଡର୍ ଉପରେ ଆର୍ଜେଣ୍ଟିନାର ବିଜୟ

Odisha Sports Bureau

ସାଫ ଚାମ୍ପିଅନସିପ ଫୁଟ୍ବଲ ପ୍ରତିଯୋଗିତାରେ ବିଜୟ ହାସଲ କରିଛି ଭାରତ