More Sports

ସୁଟର ରବି କୁମାର ଏବଂ ବକ୍ସର ସୁମିତଙ୍କ ଉପରେ ୱାଡାର ପ୍ରତିବନ୍ଧକ

(ଓଡିଶା ସ୍ପୋଟର୍ସ): ଟୋକ୍ୱୋ ଅଲମ୍ପିକ ଆରମ୍ଭ ହେବାକୁ ଆଉ ମାତ୍ର ୭ମାସ ବାକି ରହିଛି ଏବଂ ଏହା ପୂର୍ବରୁ ଦୁଇ ଆଥଲେଟିକ୍ ସୁଟର ରବି କୁମାର ଏବଂ ମୁଷ୍ଟିଯୋଦ୍ଧା ସାଙ୍ଗୱାନ ଡୋପ ଟେଷ୍ଟ୍ ରେ ପଜେଟିଭ୍ ପାସ ହୋଇଛନ୍ତି । ୨୯ ବର୍ଷିୟ ରବି ସୁଟିଙ୍ଗରେ ବିଶ୍ୱ ଏବଂ କମନୱେଲଥ୍ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଯାଞ୍ଚର ଫଳାଫଳ ଆସିବାପରେ ତାଙ୍କୁ ନିଲମ୍ବିତ କରିଦିଆଯାଇଛି । ସେ ଏବେ ଭାରତୀୟ ଦଳର ସଦଶ୍ୟ ନାହାଁନ୍ତି । ବକ୍ସର ସୁମିତ ସାଙ୍ଗୱାନଙ୍କୁ ପ୍ରତିବଦ୍ଧିତ ଏସିଟାଜୋଲମାଇଡ୍ ନାମର ଗୋଟିଏ ଗୋଟିଏ ପଦାର୍ଥ ସେବନ କରିବାରେ ପଜେଟିଭ ରିପୋର୍ଟ ମିଳିଛି । ଏବେ ସେମାନେ ଟୋକ୍ୱୋ ଅଲମ୍ପିକ ୨୦୨୦ରେ ଭାଗ ନେଇପାରିବେ ନାହିଁ । ତାଙ୍କୁ ବିଶ୍ୱ ଡୋପିଙ୍ଗ ରୋଧି ଏଜେନ୍ସି ସେମାନଙ୍କୁ ପ୍ରତିବନ୍ଧିତ କରିଦେଇଛି । ୨୬ ବର୍ଷିୟ ସାଙ୍ଗୱାନ ୨୦୧୭ ଏସିଆ ଚମ୍ପିଆନଶିପ୍ରେ ରୌପ୍ୟ ପଦକ ଜିତି ସାରିଛନ୍ତି ।

ଏହା ଉପରେ ରବି କହିଛନ୍ତି, କି ମୁଁ ଏପରି ଅବସ୍ଥାରେ ଫସିଥିଲି କି କିଛି କରି ପରିନଥିଲି । ଯେତେବେଳେ ମୁଁ ମୁନଚି ବିଶ୍ୱ କପ୍୍ ଖେଳି ଫେରିଲି ତେବେ ମୋତେ ମାଇଗ୍ରେନ୍ ଆଟାକ୍ ଆସିଥିଲା । ମୋ ଭଉଣୀକୁ ମାଇଗ୍ରେନ ହୋଇଛି, କିନ୍ତୁ ମୋତେ ପ୍ରଥମଥର ପାଇଁ ଆଟାକ୍ ଆସିଥିଲା । ଘରଲୋକ ଯେତେବେଳେ ମୋତେ ଓøଷଧ ଦେବା ପାଇଁ ଘରକୁ ଡାକ୍ତରଙ୍କୁ ଡାକିଲେ, ସେତେବେଳେ ମୁଁ ତାଙ୍କୁ କହିଲି କି ମୁଁ କଣେ ସୁଟର ଅଟେ । ଡକ୍ଟରଙ୍କ ଆଶ୍ୱଶନା ପରେ ମୁଁ ଓøଷଧ ନେଇଥିଲି ।

Related posts

ଏସିଆନ ଗେମ୍ସ ୧୩ ଖେଳାଳିଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau

ଭୁବନେଶ୍ୱରରେ ସ୍କେଟିଂ ପ୍ରଶିକ୍ଷଣ ଶିବିର

Odisha Sports Bureau

ସୀମୋନା ବାଇଲ୍ସଙ୍କ ନାମରେ ୨୫ତମ ପଦକ

Odisha Sports Bureau