More Sports

ସୌରଭ ଘୋଷାଲଙ୍କ ବିଶ୍ୱ ରେକର୍ଡ଼

(ଓଡିଶା ସ୍ପୋର୍ଟ): ୨୦୧୮-୧୯ ପିଏସ୍ଏ ବିଶ୍ୱ ଚାମ୍ପିୟନଶିପ୍ ଚିକାଗୋରେ ଖେଳା ଯାଉଥିଲା। ଏଥିରେ ଭାରତର ଯୁବ ସ୍କ୍ୱାଶ ଖେଳାଳି ସୌରଭ ଘୋଷାଲ ବିଶ୍ୱ ରେକର୍ଡ଼ କରିଛନ୍ତି । । ପ୍ରଥମଥର ପାଇଁ ସୌରଭ ଏହି ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ପିଏସଏ ବିଶ୍ୱ ରାଙ୍କିଙ୍ଗରେ ପ୍ରଥମ ଭାରତୀୟ ପୁରୁଷ ସ୍କ୍ୱାଶ ଖେଳାଳି ଭାବେ ସୌରଭ ଟପ୍ ୧୦ରେ ପ୍ରବେଶ କରିଛନ୍ତି।

ପୂର୍ବରୁ ସୌରଭ ୧୨ ନମ୍ବର ସ୍ଥାନରେ ଥିଲେ। କିନ୍ତୁ ତାଙ୍କର ଦମଦାର ପ୍ରଦର୍ଶନ କରି ଦୁଇଟି ସ୍ଥାନ ଉପରକୁ ଉଠିଛନ୍ତି। ଫଳରେ ଏବେ ସେ ରାଙ୍କିଙ୍ଗର ୧୦ତମ ସ୍ଥାନରେ ପହଞ୍ଚିଛନ୍ତି।

Related posts

 ଜୋହାନ୍ସ ୱେଟର୍ ବିଶ୍ୱ ରେକର୍ଡରୁ ବଞ୍ଚିତ

Odisha Sports Bureau

କଳିଙ୍ଗ ଷ୍ଟାଡିୟମର ନୂଆ ଅଧ୍ୟାୟ

Odisha Sports Bureau

ଅଲମ୍ପିକ୍ ଟିକେଟ୍ ହାସଲ କରିବା ଲକ୍ଷ୍ୟରେ ବିଶ୍ୱ କପରେ ଓହ୍ଲାଇବେ ଦୀପା କର୍ମକାର

Odisha Sports Bureau